Chi Chi Chi Re Nani Chi Lyrics: A timeless Sambalpuri hit. View the original Odia text and English transliteration. Download the lyrics now on pdiskshow.in."
ଛି ଛି ଛି ରେ ନନୀ ଛି (ସମ୍ବଲପୁରୀ ଲିରିକ୍ସ)
ଛି ଛି ଛି ରେ ନନୀ ଛି ଛି ଛି ଛି ରେ ନାନୀ ଛି ରେ ଛି ରେ ଛି
ଛି ଛି ଛି ରେ ନନୀ ଛି ଛି ଛି ଛି ରେ ନାନୀ ଛି ରେ ଛି ରେ ଛି
ସାରେତେ ଦିନର ସାନ୍ ହେବା କାଜେ ଫଜଲ୍ ନେ ରେଲୁ ସାରେତେ ଦିନର ସାନ୍ ହେବା କାଜେ ଫଜଲ୍ ନେ ରେଲୁ
ବଞ୍ଜାରୁଣୀ ମୋର ପାଖେ ଯାଇ ନିୟମ କରି ରେଲୁ ଗଳାଗଳା ଯାକ ତୋର ହେବି ବୋଲି କେତେ କଥା କହି ରେଲୁ
ମୁଁ ଗାଁ ଯାଇକିରି ଆସଲା ବେଳେ କେନ୍ତା ପାଶରି ଦେଲୁରେ ନାନୀ ଛି ଛି ଛି...
ଛି ଛି ଛି ରେ ନନୀ ଛି ଛି ଛି ଛି ରେ ନାନୀ ଛି ରେ ଛି ରେ ଛି
ଧନକେ ଦେଖଲୁ ତୁଇ ନନୀ ସିନା ମନକେ ଚିହ୍ନିଲୁ ନାଇଁ ସୁନାକେ ଚିହ୍ନଲୁ ବନାକେ ଚିହ୍ନଲୁ ମନୁଷ ଚିହ୍ନିଲୁ ନାଇଁ
ଧନ ନାଇଁ ବୋଲି ମୋର ପାଖେ ନାନୀ ତାର୍ କାଛେ ଉଠିଗଲୁ ଧନ ଅଛେ ସିନା ମନ ନାଇଁ ତାକେ ତୁଇ ଜାନି ନ ପାରଲୁ
ଗୋଟେ ଦିନ ମିଶା ଜଗିଦେଲୁ ନାଇଁ କେଡେ କଥା କରିଦେଲୁ ମୁଁ ଗାଁ ଯାଇକିରି ଆସଲା ବେଳେ କେନ୍ତା ପାଶରି ଦେଲୁରେ ନାନୀ ଛି ଛି ଛି...
ଛି ଛି ଛି ରେ ନନୀ ଛି ଛି ଛି ଛି ରେ ନନୀ ଛି ରେ ଛି ରେ ଛି
ତୋର କଥା ଧରି ଋଣ ବାଡି ଧରି ସବୁକଥା କରିଥିଲି ମାଳି ମୁଦି ଗୁନ୍ ପାମେଡି ପାଝଲ ସବୁକିଛି ଦେଇଥିଲି
ତତେ ଶ୍ରଦ୍ଧା ବୋଲି ରଙ୍ଗ ଫଟାଏ କାନି ସଙ୍ଗେ ଦେଇ ରେଲିଂ ଘରେ ଭୋଜିଭାତ ଲାଗି ଛେଲି ମେଣ୍ଢା କିନି ରଖିଦେଲି ଆମର ଘରେ
ନାଶାଇ ଦେଲୁ ନନୀ ସବୁ ଆଶା ମୋର କାଏଁ ଦୁଃଖ ତୁଇ ଦେଲୁ ମୁଁ ଗାଁ ଯାଇକିରି ଆସଲା ବେଳେ କେନ୍ତା ପାଶରି ଦେଲୁରେ ନାନୀ ଛି ଛି ଛି...
ଛି ଛି ଛି ରେ ନନୀ ଛି ଛି ଛି ଛି ରେ ନନୀ ଛି ରେ ଛି ରେ ଛି
ଛି ଛି ଛି ରେ ନନୀ ଛି ଛି ଛି ଛି ରେ ନନୀ ଛି ରେ ଛି ରେ ଛି
Chhi Chhi Chhi re nani Song Lyrics in English Written
Chi Chi Chi Re Nani Chi
Chi Chi Chi Re Nani
Chhi Re Chhi Re Chhi
Chi Chi Chi Re Nani Chii
Chhi Chhi Chhi Re Nani
Chhi Re Chhi Re Chhi
Sarete Dinara Saan Heba Kaaje
Fajal Ne Relu
Sarete Dinara Saan Heba Kaaje
Fajal Ne Relu
Banjaruni Mara Paakhe Jaai
Niyam Kari Relu
Galagala Yaak Tor Hebi Boli
Ketekatha Kahi Relu
Mu Gaan Jaaikiri Aasala Bele
Kenta Paasari Delure Nani
Chhi Chhi Chhi
LyricsRead.com
Chi Chi Chi Re Naani Chi
Chhi Chhi Chhi Re Naani
Chhi Re Chhi Re Chhi
Dhanake Dekhlu Tui Nani Sina
Manake Chihnilu Naai
Sunake Chinlu Banake Chinlu
Manush Chinlu Naai
Dhan Naai Boli Mora Paakhe Nani
Taar Kaachhe Uthigalu
Dhan Achhe Sina Mann Naai Taakhe
Tui Jaani Na Paaralu
Gotey Din Mishaa Jagidelu Naai
Kede Katha Karidelu
Muu Gaan Jaaikiri Aasalaa Bele
Kenta Pasari Delure Nani
Chhii Chhii Chhee
Chi Chi Chi Re Nani Chi
Chhi Chhi Chhi Re Nani
Chhi Re Chhi Re Chhi
Tor Katha Dhari Rin Baadi Dhari
Sabukatha Karithili
Maali Mudi Gun Paamedi Pajhal
Sabukichi Dei Thili
Tate Shraddha Boli Rang Phataae Kani
Sange Dai Reling Ghare
Bhojibhat Laagi Chheli Mendha Kini
Rakhideli Aamara Ghare
Nasai Delu Naani Sabu Aasha Mora
Kaaye Duhkha Tui Delu
Muu Gaan Jaaikiri Aasalaa Bele
Kenta Pasari Delure Nani
Chhi Chhi Chhi
Chi Chi Chi Re Nani Chi
Chhi Chhi Chhi Re Nani
Chhi Re Chhi Re Chhi
Chi Chi Chi Re Nani Chi
Chhi Chhi Chhi Re Nani
Chhhi Re Chhhi Re Chhii
Tags:
ଛି ଛି ଛି ରେ ନାନୀ ଛି
ସମ୍ବଲପୁରୀ ଗୀତ
ଜିତେନ୍ଦ୍ର ହରିପାଲ ଗୀତ
ଛି ଛି ଛି ରେ ନାନୀ ଛି ଲିରିକ୍ସ
Chi Chi Chi Re Nani Chi lyrics in Odia
Chi Chi Chi Re Nani Chi lyrics in English
Chi Chi Chi Re Nani Chi song written text
Sambalpuri folk song lyrics
Chi Chi Chi Re Nani Chi lyrics
Sambalpuri song lyrics
Chi Chi Chi Re Nani Chi mp3 lyrics
Old Sambalpuri song lyrics
Jitendra Haripal Sambalpuri song
