Type Here to Get Search Results !

Naveen Babu Ame Tuma Fan Lyrics | Odia & English

ଓଡିଶାର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ସୁପରହିଟ୍ ଗୀତ 'ନବୀନ ବାବୁ ଆମେ ତୁମ ଫ୍ୟାନ୍' (Naveen Babu Ame Tuma Fan)। ଏହି ୱେବସାଇଟରେ ପାଆନ୍ତୁ ସମ୍ପୂର୍ଣ୍ଣ ଗୀତ, ଲିରିକ୍ସ,ନମସ୍କାର! 🙏 ଆପଣଙ୍କୁ ଆମର ଏହି ପେଜ୍ କୁ ସ୍ୱାଗତ। 'ନବୀନ ବାବୁ ଆମେ ତୁମ ଫ୍ୟାନ୍' (Naveen Babu Ame Tuma Fan) କେବଳ ଏକ ଗୀତ ନୁହେଁ, ଏହା ଓଡିଶାର କୋଟି କୋଟି ଜନତାଙ୍କ ଭାବନା। ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ଏହି ଗୀତଟି ପ୍ରସ୍ତୁତ କରାଯାଇଛି।


Naveen Babu Ame Tuma Fan Lyrics | Odia & English


Naveen Babu Ame Tuma Fan Lyrics in Odia 


ଓଡ଼ିଶାର ସାନ୍ ତୁମେ ଓଡ଼ିଶାର ଜାନ୍

କୋଟି କୋଟି ଓଡ଼ିଆର ତୁମେ ସ୍ୱାଭିମାନ୍


ଓଡ଼ିଶାର ସାନ୍ ତୁମେ ଓଡ଼ିଶାର ଜାନ୍

କୋଟି କୋଟି ଓଡ଼ିଆର ତୁମେ ସ୍ୱାଭିମାନ୍


ସଲିଡ୍ ତୁମ ଭିଜନ୍ ଆଉ ପରଫେକ୍ଟ ତୁମ ପ୍ଲାନ୍

ଆଲ୍ ଇଣ୍ଡିଆରେ ତୁମେ cm ନମ୍ବର ୧

ସ୍ୱର୍ଣ୍ଣାକ୍ଷରେ ଲେଖା ହେବ ତୁମ ଅବଦାନ୍


ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍

ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍


ନୂଆ ଓଡ଼ିଶାର ତୁମେ ହିନ୍ଦୁ ମାତା

ତୁମ ପରିବାର ଯେ ମାଟି ଜନତା


ବିଜୁବାବୁଙ୍କର ଅଧୂରା ସପନା

ତୁମରି ହାତରେ ହେଉଛି ପୂରଣ


ୱର୍ଲ୍ଡ ଉଇନ୍ ଓଡ଼ିଶାକୁ ଦେଲା ପରିଚୟ

ଅନପଲଟେବଲ୍ କୁ ଲିଡର୍ ତୁମେ ଜଣେ ହିନ୍ଦୁସ୍ତାନ୍

କଥା କାମ କାମ ବେଶି ତୁମ ସ୍ଲୋଗାନ୍


ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍

ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍


ସ୍ୱଚ୍ଛ ପ୍ରଶାସନ ନିର୍ମଳ ଶାସନ

ନବୀନ ଯୁଗରେ ନାହିଁ ଶୋଷଣ


ଗାଁ ଠୁ ସହର ସବୁଠି ବିକାଶ

ଉର୍ନତିର ଆମେ ଛୁଇଁବୁ ଆକାଶ


ସୁପର କୁ ମାଷ୍ଟରଷ୍ଟ୍ରୋକ ଲାଇକ୍ ସୁପରମ୍ୟାନ୍

ଅପୋଜିସନ୍‌ୱାଲା ଏଠି ଭାରି ପରିସାନ୍

ତୁମ ପାଇଁ ଖୁସି ଆଜି ସବୁ କମନ୍ ମ୍ୟାନ୍


ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍

ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍


ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍

ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍


Naveen Babu Ame Tuma Fan Lyrics in English


Odisha ra san tame odisha ra jaan

Koti koti odia ra tume swabhiman


Odisha ra san tame odisha ra jaan

Koti koti odia ra tume swabhiman


Salit tuma vijtion au perfect tuma plan

All india re tume cm no1

Swarnakhyare lekhha heba tuma abadan


He nabin babu ame tama fan

He nabin babu ame tama fan


Nua odisha ra tume hindu mata

Tuma paribara ye mati janata


Bijubabunkara adhura sapana

Tumari hatare heuchhi purana


World win odisha ku dela pehechan

Unpalatabule ku leader tume jane hindustan

Kathha kama kama besi tuma slogan


He nabin babu ame tama fan

He nabin babu ame tama fan


Swachha prasasana nirmala shasana

Nabina jugare nahire shoshana


Gan thhu sahara sabuthhi bikasha

Urnatira ame chhuibu akasha


Super ku masterstrok like super men

Upojitionwala ethhi vhari parisaan

Tuma pai khusi aji sabu caman men


He nabin babu ame tama fan

He nabin babu ame tama fan


He nabin babu ame tama fan

He nabin babu ame tama fan


Keywords:

Naveen Babu Ame Tuma Fan, Naveen Patnaik Fan Song, Naveen Babu Song, Odisha BJD Song, Naveen Patnaik Tribute, Naveen Babu Status Video. Naveen Babu Ame Tuma Fan Lyrics in Odia, Naveen Patnaik New Song Download, Ame Tuma Fan Naveen Babu Ringtone, Naveen Patnaik DJ Song 2026, Naveen Babu Viral Video Status.ନବୀନ ବାବୁ ଆମେ ତୁମ ଫ୍ୟାନ୍, ନବୀନ ପଟ୍ଟନାୟକ, ନବୀନ ବାବୁ ସଙ୍ଗୀତ, ବିଜେଡି ଗୀତ, ଓଡିଶା ରାଜନୀତି.
ନବୀନ ବାବୁ ଆମେ ତୁମ ଫ୍ୟାନ୍, ନବୀନ ପଟ୍ଟନାୟକ ଗୀତ, ନବୀନ ବାବୁ ସଙ୍ଗୀତ, ବିଜେଡି ସଙ୍ଗୀତ, ଓଡିଆ ନୂଆ ଗୀତ, ନବୀନ ବାବୁ ଷ୍ଟାଟସ୍ ଭିଡିଓ।
Naveen Babu Ame Tuma Fan Odia, Naveen Patnaik Song Odia, Naveen Babu DJ Song, Naveen Babu Viral Song, Odia BJD Song, Naveen Patnaik Status Video.
Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad