Watch the Song Lyrics of I have fall In Love with you from the movie Matric Fail. This movie is about a young man is forced to face the wrath of his parents after he fails in his matriculation exams. However, his life changes after he falls in love with a beautiful young woman. The Movie stars Anubhav Mohanty and Barsha Priyadarshini. The Movie Matric Fail is under the banner of Vidisha Craft and is directed by Sudhakar Basanta. Amara Muzik is the official music label for the movie Matric Fail.
Song Credits:
Singer: Shail Hada, Era Mohanty
Lyrics: Dr. Nirmal Nayak
Music Director: Abhijit Mazumdar
I have fall In Love with you Lyrics Odia Script
ତୋ ପାଖେ ମୋର ମନ ହଜେଇ
ମୋ ପାଖେ ଖୋଜେ କାଇଁ ମୁଁ? ମୁଁ? ମୁଁ?
ଆଜି ବୁଝିଲି ପ୍ରେମର ମାନେ
କି ଯାଦୁ କରିଦେଲୁ ତୁ? ତୁ? ତୁ?
ହୋ, ଯାଯାବର ମୁଁ ଭଅଁର ଟିଏ
କେଉଁ ଫୁଲ ମୋର ନିଜର ହାଏ?
ଆଜି ଯାଏଁ ଜାଣିନାହିଁ ମୁଁ
ତାରେରୁ, ତାରେରୁ
I am in love with you
I am in love with you
ହଁ, ତାରେରୁ, ତାରେରୁ
I am in love with you
I am in love with you
ହୁଁ, ତୋ ପାଇଁକି ସତେ ଘର ବାଟେ ମୋର
ପ୍ରେମଋତୁ ....ଗାଉଛି..... ଗୀତ
ହଁ, ତୋ ପାଇଁକି ସତେ ଘର ବାଟେ ମୋର
ପ୍ରେମଋତୁ .....ଗାଉଛି ....ଗୀତ
ସେହି ଗୀତ ଆଜି କହେ ମୋ କାନରେ...
ତୁ ମୋର ମନର ମିତ......
ହୋ, ବାଟ ଭୁଲା ମୁଁ ଚଢ଼େଇଟିଏ
ଡାକି ନବ ମତେ ପାଖକୁ କିଏ?
ଆଜି ଯାଏଁ ଜାଣିନାହିଁ ମୁଁ...
ହୋ-ହୋ, ତାରେରୁ, ତାରେରୁ
I am in love with you
I am in love with you
ହଁ, ତାରେରୁ, ତାରେରୁ
I am in love with you
I am in love with you
ଏମିତି ତୋ ପ୍ରେମ .....ଛୁଇଁଦେଲା ମତେ
ମୋର ତୋଠି ପାଦ ଖସୁଛି.....
ହୋ, ଏମିତି ତୋ ପ୍ରେମ ଛୁଇଁଦେଲା ମତେ
ମୋର ତୋଠି ପାଦ ଖସୁଛି........
ତୋରି କଥାକୁ ଭାବିଦେଲେ ହାଏ......
ସପନରେ ମୁଁ ଭାସୁଛି.....
ହୋ, ଭସାମେଘ ଏଇ ଜୀବନ ମୋର
କାହା ସପନରେ ତୋଳିବି ଘର?
ଆଜି ଯାଏଁ ଜାଣିନାହିଁ ମୁଁ
ହା-ହା, ତାରେରୁ, ତାରେରୁ
I am in love with you
I am in love with you
ହୁଁ, ତାରେରୁ, ତାରେରୁ
I am in love with you
I am in love with you
Tags :
Matric Fail (2012)
Odia Movie
Matric Fail Odia Movie Song
I Have Fall In Love With You Lyrics
Anubhav Mohanty Matric Fail Songs
Udit Narayan Odia Romantic Songs
Odia Old Movie Songs
Udit Narayan Odia Hits
Abhijit Majumdar Songs
Anubhav Barsha Romantic Songs
have fall in love with you Odia ringtone
Matric Fail Movie Superhit Song HD
Odia "Broken English" Romantic Song
Matric Fail Odia Movie All Songs Jukebox
I Have Fall In Love With You Lyrics - Matric Fail Odia Movie | Udit Narayan Hit"