Get the full lyrics of "A Mo Dil" by Mantu Chhuria. Read "Ajare Aja Ore Sajana" lyrics in Odia script and English transliteration. Perfect for Mantu Chhuria fans! A Mo Dil Mantu Chhuria Lyrics.
Song Credits: A Mo Dil (Mantu Chhuria)
♪ Singer : Mantu Chhuria & Anamika
♪ Lyrics : Sameer Luha
♪ Music : Nilakanta Naik
♪ Producer : Jayanta Kumar Naik
♪ Special Dedicated : Miss Kunumunu
♪ Production : Tn Production
A Mo Dil English Transliteration (Ajare Aja Ore Sajana)
Subhanlalla mere mola, Subhanalla mere mola,
Subanalla
ajare aja ore sajana aja re aja balma
ajare aja ore sajana aja re aja balma
Ha to prema moro sathi re achi
A mo dil, a mo dil
Ha to sruti mora sathi re achi
A mo dil, a mo dil
ajare aja re sajana aja re aja balma
Ha to prema moro sathi re achi
A mo dil, a mo dil
Ha to sruti mora sathi re achi
A mo dil, a mo dil
A mo chahate sun ja jara
A mo dil legi sunja jera
Tu ase thare mote mill mill mill
A mo dil, le mo dil
A mo dil, dil dil a mo dil
ajare aja ore sajana aja re aja balma
ajare aja ore sajana aja re aja balma
Mana mora thila maru bhumi
Maru bhumi tie
Ho mousumi hei asilutu delu bijiei ire
Ho phaguna ra saata ranga ani delu rangei re
A ranga lagi nahi mo sarira re
Lagichi Hrudaya re
O mere ham nava O mere mitwa
O mere ham nava O mere mitwa
Tu kari de prema thare deal deal deal
A mo dil, le mo dil
A mo dil, dil dil a mo dil
ajare aja ore sajana aja re aja balma
ajare aja ore sajana aja re aja balma
Ajidei jatu tora prema roga emo sari rare
Hamu roge hoi hasu thibu to muha chahi ki re
Aji heijaa tu mora bhagya rekha dei mo hata re
Sara jibana tu pase pase thibu sun mo mita re
A mo chahte sun ja jara
A mo dil lagi sun ja jara
Tu ase thare mote mill mill mill
A mo dil, le mo dil
A mo dil, dil dil a mo dil
ajare aja ore sajana aja re aja balma
A Mo Dil Lyrics in Odia Script (ଏ ମୋ ଦିଲ୍ ଲିରିକ୍ସ)
ସୁଭାନାଲ୍ଲା ମେରେ ମୌଲା, ସୁଭାନାଲ୍ଲା ମେରେ ମୌଲା,
ସୁଭାନାଲ୍ଲା...
ଆଜାରେ ଆଜା ଓରେ ସଜନା ଆଜାରେ ଆଜା ବାଲ୍ମା
ଆଜାରେ ଆଜା ଓରେ ସଜନା ଆଜାରେ ଆଜା ବାଲ୍ମା।
ହ ତୋ ପ୍ରେମ ମୋର ସାଥିରେ ଅଛି
ଏ ମୋ ଦିଲ୍, ଏ ମୋ ଦିଲ୍।
ହାଁ ତୋ ସ୍ମୃତି ମୋର ସାଥିରେ ଅଛି
ଏ ମୋ ଦିଲ୍, ଏ ମୋ ଦିଲ୍।
ଆଜାରେ ଆଜା ରେ ସଜନା ଆଜାରେ ଆଜା ବାଲ୍ମା
ହାଁ ତୋ ପ୍ରେମ ମୋର ସାଥିରେ ଅଛି
ଏ ମୋ ଦିଲ୍, ଏ ମୋ ଦିଲ୍।
ହାଁ ତୋ ସ୍ମୃତି ମୋର ସାଥିରେ ଅଛି
ଏ ମୋ ଦିଲ୍, ଏ ମୋ ଦିଲ୍।
ଏ ମୋ ଚାହତେ ଶୁନଯା ଜରା
ଏ ମୋ ଦିଲ୍ ଲେଗି ଶୁନଯା ଜରା
ତୁ ଆସେ ଥରେ ମତେ ମିଲ୍ ମିଲ୍ ମିଲ୍
ଏ ମୋ ଦିଲ୍, ଲେ ମୋ ଦିଲ୍
ଏ ମୋ ଦିଲ୍, ଦିଲ୍ ଦିଲ୍ ଏ ମୋ ଦିଲ୍।
ମନ ମୋର ଥିଲା ମରୁଭୂମି
ମରୁଭୂମି ଟିଏ...
ହୋ ମୌସୁମୀ ହେଇ ଆସିଲୁ ତୁ ଦେଲୁ ଭିଜେଇ ରେ
ହୋ ଫଗୁଣର ସାତ ରଙ୍ଗ ଆଣି ଦେଲୁ ରଙ୍ଗେଇ ରେ।
ଏ ରଙ୍ଗ ଲାଗି ନାହିଁ ମୋ ଶରୀରରେ
ଲାଗିଛି ହୃଦୟରେ...
ଓ ମେରେ ହମ୍ ନଭା, ଓ ମେରେ ମିତୱା
ଓ ମେରେ ହମ୍ ନଭା, ଓ ମେରେ ମିତୱା
ତୁ କରି ଦେ ପ୍ରେମ ଥରେ ଡିଲ୍ ଡିଲ୍ ଡିଲ୍।
ଏ ମୋ ଦିଲ୍, ଲେ ମୋ ଦିଲ୍
ଏ ମୋ ଦିଲ୍, ଦିଲ୍ ଦିଲ୍ ଏ ମୋ ଦିଲ୍।
ଆଙ୍କି ଦେଇ ଯା'ତୁ ତୋର ପ୍ରେମ ରଙ୍ଗ ମୋ ଶରୀରରେ
ହସୁଥିବୁ ତୁହି ହସୁଥିବୁ ତୋ ମୁହଁ ଚାହିଁକି ରେ
ଆଜି ହେଇଯା ତୁ ମୋର ଭାଗ୍ୟରେଖା ଦେଇ ମୋ ହାତରେ।
ସାରା ଜୀବନ ତୁ ପାଶେ ପାଶେ ଥିବୁ ଶୁଣ ମୋ ମିତରେ
ଏ ମୋ ଚାହତେ ଶୁନଯା ଜରା
ଏ ମୋ ଦିଲ୍ ଲଗି ଶୁନଯା ଜରା।
ତୁ ଆସେ ଥରେ ମତେ ମିଲ୍ ମିଲ୍ ମିଲ୍
ଏ ମୋ ଦିଲ୍, ଲେ ମୋ ଦିଲ୍
ଏ ମୋ ଦିଲ୍, ଦିଲ୍ ଦିଲ୍ ଏ ମୋ ଦିଲ୍।
ଆଜାରେ ଆଜା ଓରେ ସଜନା ଆଜାରେ ଆଜା ବଲ୍ମା
ଆଜାରେ ଆଜା ଓରେ ସଜନା ଆଜାରେ ଆଜା ବଲ୍ମା।
A Mo Dil Mantu Chhuria Song Lyrics , A Mo Dil Sambalpuri Song Lyrics in Odia , Mantu Chhuria A Mo Dil Lyrics Odia Script , A Mo Dil Le Mo Dil Lyrics PDF , Ajare Aja Ore Sajana Sambalpuri Lyrics , A mo dil le mo dil sambalpuri song lyrics meaning , Mantu Chhuria new romantic sambalpuri song lyrics , A mo chahate sun ja jara lyrics odia , Best Mantu Chhuria songs for WhatsApp status lyrics , Subhanalla Mere Maula Sambalpuri song lyrics , ଏ ମୋ ଦିଲ୍ ସମ୍ବଲପୁରୀ ଗୀତ ଲିରିକ୍ସ , ମନ୍ତୁ ଛୁରିଆ ଏ ମୋ ଦିଲ୍ ଗୀତ ଲେଖା , ଆଜାରେ ଆଜା ଓରେ ସଜନା ସମ୍ବଲପୁରୀ ଲିରିକ୍ସ , ଏ ମୋ ଚାହତେ ଶୁଣିଯା ଜରା ଲିରିକ୍ସ.
A Mo Dil Sambalpuri Song in Story
ପ୍ରେମର ରଙ୍ଗୀନ ଦୁନିଆ: ଏକ ସୁନ୍ଦର ପ୍ରେମ କାହାଣୀ
ଏହି କାହାଣୀ ହେଉଛି ଦୁଇଟି ମନର, ଯେଉଁମାନେ ପରସ୍ପରକୁ ନିଜ ଜୀବନଠାରୁ ଅଧିକ ଭଲ ପାଆନ୍ତି।
କାହାଣୀର ନାୟକ (Smith) ଏକାକୀ ଜୀବନ ବିତାଉଥିଲେ। ତାଙ୍କ ମନଟି ଏକ ଶୁଖିଲା ମରୁଭୂମି ପରି ଥିଲା, ଯେଉଁଠି କୌଣସି ଆଶା ବା ରଙ୍ଗ ନଥିଲା । କିନ୍ତୁ ଯେତେବେଳେ ନାୟିକା (Sasmita) ତାଙ୍କ ଜୀବନକୁ ଆସିଲେ, ସେ ଫଗୁଣର ସାତରଙ୍ଗ ନେଇ ଆସିଲେ। ତାଙ୍କ ଆଗମନ ଆକାଶର ମରୁଭୂମି ସଦୃଶ ମନକୁ ମୌସୁମୀ ପରି ଭିଜାଇ ଦେଲା ।
ନାୟକ ନିଜ ପ୍ରେମିକାକୁ "ସଜନା" ଓ "ବାଲ୍ମା" ବୋଲି ସମ୍ବୋଧନ କରି ଆକୁଳ ହୋଇ ଡାକୁଛନ୍ତି । ସେ ଅନୁଭବ କରୁଛନ୍ତି ଯେ ତାଙ୍କ ହୃଦୟ ବା 'ଦିଲ୍' ଆଉ ତାଙ୍କ ପାଖରେ ନାହିଁ, ତାହା ପ୍ରେମିକାଙ୍କ ପାଖକୁ ଚାଲିଯାଇଛି। ସେଥିପାଇଁ ସେ ବାରମ୍ବାର କହୁଛନ୍ତି, "ଏ ମୋ ଦିଲ୍, ଲେ ମୋ ଦିଲ୍" ।
ନାୟକ ଚାହୁଁଛନ୍ତି ଯେ ସେମାନଙ୍କ ମଧ୍ୟରେ ପ୍ରେମର ଏକ ଏମିତି 'ଡିଲ୍' (Deal) ହେଉ, ଯେଉଁଠି କେବଳ ଭଲପାଇବା ହିଁ ଥିବ । ସେ ପ୍ରିୟାକୁ ନିଜର "ହମ୍ନଭା" ଓ "ମିତବା" ବୋଲି ମାନି ନେଇଛନ୍ତି। ସେ କହୁଛନ୍ତି ଯେ ପ୍ରେମିକାଙ୍କ ସ୍ମୃତି ସବୁବେଳେ ତାଙ୍କ ସାଥିରେ ରହିଛି ।
କାହାଣୀର ଶେଷ ଆଡ଼କୁ ନାୟକ ନିବେଦନ କରୁଛନ୍ତି କି ପ୍ରେମିକା ତାଙ୍କ ହାତର "ଭାଗ୍ୟ ରେଖା" ହୋଇ ରହିଯାଆନ୍ତୁ । ସେ ଚାହୁଁଛନ୍ତି ପ୍ରେମିକା ସବୁବେଳେ ତାଙ୍କ ପାଖେ ପାଖେ ରହନ୍ତୁ ଏବଂ ସେମାନେ ଜଣେ ଜଣଙ୍କ ମୁହଁକୁ ଚାହିଁ ହସି ହସି ଜୀବନ କାଟିଦିଅନ୍ତୁ।
ଏହି ଭିଡିଓ ଏକ ପବିତ୍ର ଓ ନିଚ୍ଛକ ପ୍ରେମର କାହାଣୀ କହୁଛି। ଯେଉଁଠି ପ୍ରେମିକ ନିଜ ପ୍ରେମିକାକୁ ଜୀବନର ସବୁଠୁ ବଡ଼ ସମ୍ପତ୍ତି ବୋଲି ଭାବୁଛି ଏବଂ ତାଙ୍କୁ ସବୁଦିନ ପାଇଁ ନିଜର କରି ରଖିବାକୁ ଚାହୁଁଛି।