Type Here to Get Search Results !

କାଏଁ ବଲୁଛ Kaen Baluchha Lyrics in Odia - Alex Bawa & Ronny Kohinoor

Get the full and accurate Kaen Baluchha lyrics in Odia script (କାଏଁ ବଲୁଛ). Sing along with the viral Sambalpuri rap song written and performed by Alex Bawa and Ronny Kohinoor. Enjoy the complete Sambalpuri/Hindi hit track lyrics here! 

Kaen Baluchha Lyrics , Kaen Baluchha Lyrics in Odia , Kaen Baluchha Sambalpuri Song Lyrics , Haaye Lagba Sambalpuri Song Lyrics , କେଁ ବଲୁଛୁ ଗୀତ ଲିରିକ୍ସ , Alex Bawa Kaen Baluchha Lyrics , Ronny Kohinoor Kaen Baluchha Rap Lyrics , Alex Bawa Sambalpuri Rap Lyrics , Kaen Baluchha Singer and Lyricist , Alex Bawa Kaen Baluchha Lyrics , Ronny Kohinoor Kaen Baluchha Rap Lyrics, Alex Bawa Sambalpuri Rap Lyrics, Kaen Baluchha Singer and Lyricist. 



AUDIO CREDITS

✽ Singer/Rapper- ALEX BAWA, RONNY KOHINOOR

✽ Lyrics - ALEX BAWA, RONNY KOHINOOR


VIDEO CREDITS :-

✽ Featuring - ALEX BAWA, SUMIT, RUPESH JOJO, CHARAN NT, KOHINOOR, BHABANI, DEEPAK RBD, RONNY R, APU

✽ Female Cast - IPSITA & SONA


🎵 କାଏଁ ବଲୁଛୁ (Kaen Baluchha) - ସମ୍ବଲପୁରୀ ରାପ୍ ଲିରିକ୍ସ

(କଥାବାର୍ତ୍ତା) ନାନୀ ଓ ନାଚ୍‌ବୁ ପୁତା... ହଏ ଗୋ! 

କାଏଁ ଗୀତ୍‌ଥି ନାଚ୍‌ବୁ ପୁତା?

 ତୁମର୍ ଗୀତ୍‌ଥି... ଆ ଗୋ ଆ, ନାଚ୍‌ବୁ ଆ... ହୁଁ!

 ମାର୍ ଉଦୟ... 


କାଏଁ ବଲୁଛ... ଏଁ! 

କାଏଁ ବଲୁଛ... 

ଚୁମା ଗୁଟେ ଦେମି ଗାଲେ, କାଏଁ ବଲୁଛୁ! 

କାଏଁ ବଲୁଛ... 

କାଏଁ ବଲୁଛ... 

ଚୁମା ଗୁଟେ ଦେମି ଗାଲେ, କେଁ ବଲୁଛ! 

କାଏଁ ବଲୁଛ... 

କାଏଁ ବଲୁଛ... 

ଚୁମା ଗୁଟେ ଦେମି ଗାଲେ, କେଁ ବଲୁଛ! 

କାଏଁ ବଲୁଛ... 

ଲୁକି ଲୁକି ଦେଖୁଥିମି, କାଏଁ ବଲୁଛ! 

ଏଁ! ଚୁମା ଗୁଟେ ଦେମି ଧନ, 

କେଁ ବଲୁଛ!


କାଲି କାଲି କଲ୍ କଲ୍‌ମଲୀ, ମୋର୍ ମଲ୍ ମଲୀ, ମୋର୍ ଦିଲ୍ ଚୁରାଲୁ, 

ଦେଖି ତତେ ଦାଁତ୍ ଫସିଗଲା, ଘାର୍ ରସିଗଲା, ଇଁ ଟିଙ୍ଗାଲୁ।

 ଲହର୍ ଝପର୍ ଚାଲି, ନନୀର୍ କୁଚ୍ କୁଚିଆ ବାଲ୍ ବାଲ୍,

 ବେଢ଼ା ମୁଁହିଁ ତୋର୍ ପଛେ, ନନୀ ବୁହିଁ  ଗଲାନ ଝାଳ 


 ଲହର୍ ଝପର୍ ଚାଲି, ନନୀର୍ କୁଚ୍ କୁଚିଆ ବାଲ୍ ବାଲ୍,

 ବେଢ଼ା ମୁଁହିଁ ତୋର୍ ପଛେ, ନନୀ ବୁହିଁ  ଗଲାନ ଝାଳ 

ଦେକ  ତ ବୁହିଁ  ଗଲାନ ଝାଳ 

ବୁଆ ଗୋ... ବାହାର୍ କର୍! 


କାଏଁ ବଲୁଛ... ଏଁ! 

କାଏଁ ବଲୁଛ... 

ଚୁମା ଗୁଟେ ଦେମି ଗାଲେ, କାଏଁ ବଲୁଛ! 

କାଏଁ ବଲୁଛ... 

କାଏଁ ବଲୁଛ... 


ଧୀରେ ଧୀରେ ଆ ଗୋରୀ, ମୁଝେ କର୍ ଲେ ଥୋଡ଼ା ସା ପ୍ୟାର୍ ଜୀ,

 ଦେଖ୍ ଜରା ଘର୍ କେ ବାହାର୍ ହାଏ  ଖଡ଼ା ତେରା ୟାର୍ ଜୀ। 

ମେ  କୋହିନୂର୍ ମେରେ   ସାଥ୍ ହେ କଳାକାର୍ ଜୀ, 

ଅଗର୍ ତୁ ହା କହେ ତୋ ଲାଏଙ୍ଗେ ବାରାତ୍ ଜୀ!


ଫିଲ  ତୁ କର୍ ଲେ ଦିଲ୍ ସେ ବେବି,

ମେ ଖଡ଼ା ହୁଁ ୟାହାଁ ପେ କବ୍ ସେ, ଡିଜେ ଉଦୟ ଅନ୍ ଦି ବିଟ୍‌, ବାକି ଗୀତ ସୁନୁ ଥିବୁ ଭଲ ସେ

ଦେଖ୍ ଲେ ଆଗୟା ତେରେ ଗଲି କେ ବାହାର୍ ସାଥ୍ ଖଡ଼ା ମେରା ଭାଇ, 

ତୁ ଲଗ୍‌ତୀ ହୈ ଡମ୍ ବମ୍ ବେବି, କର୍ ଦେନା ଥୋଡ଼ା ସ୍ମାଇଲ୍‌! 

ଜବ୍ ଭୀ ନାହା କେ ନିକଲେ ଘର୍ ସେ ତୁ, 

ଦେଖ୍ ଲଡ଼କୋଁ କା ଲଗେ ଲାଇନ୍‌, ବତା ଦେ କୌନ୍ ସେ ଗାଁ କୀ ଗୋରିଆ, 

ତୁ ବତା କୌନ୍ ସେ ଜଗହ୍ ସେ ଆୟୀ ଜରା!


ନାନୀ ତୋର୍ କଜ୍‌ଲି ଆଖି, ଡର୍ ଲାଗୁଛେ, 

ବାଲ୍ ଖୁଲା କରି ନାଇଁ ବାହାର୍‌, କଂଗ୍ରା ମନକୁ ମନ୍ କରୁଛେ। 

ଗୁରା ଗାଲେ ଦୁଇଟା ଚୁମା, ନାଇଁ ନାଇଁ ବଲି କହୁଥିବୁ, ଗୋରୀ ହାତ ଧରି ଧନ ଚାଲ୍ ପଲାମା!


କଥା ପଦେ ସୁନ୍ ଗୋରୀ, ମୁଇଁ ବୁଲେଇ ନେମି ରାଜଧାନୀ,

 ଚୁମା ଗୁଟେ ଦେଇଦେ ସୁନା, ମୁଇଁ ନେଇଁ ପାରୁଛେ ଦମ୍ ଧରି। 

ଲୁକି ଲୁକି ଦେଖୁଥିସି ମୁଇଁ, ତୁଇଁ ଜାନିଛୁ ଭଲ୍ କରି, 

କଲ୍ ଟିକେ କର୍ ହେଲେ ଆମେ କଥା ହେମା ଧନ ଦିଲ୍ ଖୁଲି।


ଦେଖ୍ ତୋର୍ ସାଙ୍ଗ୍ ସେହେଲୀ, ମୋର୍ ଦିୱାନୀ, 

ମୁହୁ  ମୁଡ଼ି କରି  ନାଇଁ ଦେଖା ନାନୀ, ତୋର୍ ଚାହାଁନି। 


ଶରମ୍‌ବାଲୀ ତୁଇଁ ଧନ ରେ, ରସବତୀ ତୁଇଁ ପାରୁ,

 ହଁ ବଲି ଦେଲେ ତୁଇଁ ଗୋରୀ, ମୁଇଁ ଛାଡ଼ିଦେମି ସଂସାର୍‌... ସତେ ଛାଡ଼ିଦେମି ସଂସାର୍‌! 


କାଏଁ ବଲୁଛ... ଏଁ! 

କାଏଁ ବଲୁଛ... 

ଚୁମା ଗୁଟେ ଦେମି ଗାଲେ, କାଏଁ ବଲୁଛ! 

କାଏଁ ବଲୁଛ... 

କାଏଁ ବଲୁଛ... 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad