Read the accurate and complete text lyrics of the superhit Sambalpuri song "Sagada Gadi" sung by Prasanna. Get the full lyrics in native Odia script here!
Sagada Gadi Sambalpuri Song Lyrics in Odia
Credits:-
Singer-Prashsana
Lyricist -Madhab bhai
Music Director -Trishul Bhanja
Starcast-Iconstar Prince & Jayashree
Producer: Rudra Prakash Nag
Sagada Gadi Full Lyrics in Odia Script (ଓଡ଼ିଆ)
ହୋ.ହୋ.ହୋ..
ହେ..ଧନ କେଁ କଟ କଟ ଯାଉଛେ ଗଡ଼ି
ଗୋ ଶଗଡ଼ ଗାଡ଼ି
ହେ..ଧନ କେଁ କଟ କଟ ଯାଉଛେ ଗଡ଼ି
ଗୋ ଶଗଡ଼ ଗାଡ଼ି
ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି
ଗୋ ଶଗଡ଼ ଗାଡ଼ି
ବାହାଲେ ବୁନିଛେ ଦେଶୀ ବିହନ
ବାହାଲେ ବୁନିଛେ ଦେଶୀ ବିହନ
ସତେ ଉଛୁଲି ଯିବା କାଏଁ ପୁଆଲ ଭାଡ଼ି
ଗୋ ଶଗଡ଼ ଗାଡ଼ି
ହେ..ଧନ କେଁ କଟ କଟ ଯାଉଛେ ଗଡ଼ି
ଗୋ ଶଗଡ଼ ଗାଡ଼ି
ହେ..ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି
ଗୋ ଶଗଡ଼ ଗାଡ଼ି
ତାକ ଧୁଲ୍ ଧୁଲ୍..ତାକ ଧୁଲ୍ ଧୁଲ୍..ତାକ ଧୁଲ୍ ଧୁଲ୍
ମାଖନ ଫୁଲ୍..ମାଖନ ଫୁଲ୍..ମାଖନ ଫୁଲ୍
କଜଲି କଜଲି ଆଖିନେ ତୋର୍ କଜଲର୍ ଗାର
କଜଲି କଜଲି ଆଖିନେ ତୋର୍ କଜଲର୍ ଗାର
କହୁଛେ ରସିଆ ପିଲା ଗୋ ମତେ ପ୍ରେମ୍ କର
କହୁଛେ ରସିଆ ପିଲା ଗୋ ମତେ ପ୍ରେମ୍ କର
ଅଏଲ୍ତା ସିନ୍ଦୁର ଦିଶେ ଲାଲ ଜର ଜର
ଅଏଲ୍ତା ସିନ୍ଦୁର ଦିଶେ ଲାଲ ଜର ଜର
ଉଢ୍ନା ତଲେ ମାରୁଥିସିରେ କେତେ ଆଖିର୍ ଠାର
ସଜନା ଶାଗକେ କଖାରୁ ବରି
ସଜନା ଶାଗ କେ କଖାରୁ ବରି
ସୁନା ମନେ ପଡୁଛେ ସେ ବରଷା ଝରି
ଗୋ ଶଗଡ ଗାଡ଼ି
ହେ..ଧନ କେଁ କଟ କଟ ଯାଉଛେ ଗଡ଼ି
ଗୋ ଶଗଡ଼ ଗାଡ଼ି
ହେ..ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି
ଗୋ ଶଗଡ଼ ଗାଡ଼ି
ଝିମ୍କି ମାନା..ଝିମ୍କି ମାନା..ଝିମ୍କି ମାନା
କୁଢ଼େଇ ଦନା..କୁଢ଼େଇ ଦନା..ମଟର୍ ଚନା
ପୀରତି ନଦୀନେ ଭାଷୁଛେ ମୁଇଁ ଧନରେ ମୋର
ପୀରତି ନଦୀନେ ଭାଷୁଛେ ମୁଇଁ ଧନରେ ମୋର
କଲା ମେଘ୍ ଦେଖି ଯେନ୍ତା ନାଚୁଥିସି ମଜୁର
ହୋ..କଲା ମେଘ୍ ଦେଖି ଯେନ୍ତା ନାଚୁଥିସି ମଜୁର
ନିଲିଆ ଆକାଶେ ବଗ ପକ୍ଷୀ ଯାଉଛନ୍ ଉଡ଼ି
ନିଲିଆ ଆକାଶେ ବଗ ପକ୍ଷୀ ଯାଉଛନ୍ ଉଡ଼ି
ଦେଖା ଦୁଖି ହେଉ ହେଉ ବୟସା ଆମ ଯିବାତ ଗଡ଼ି
ହଲଦି ତେଲ କେ ପୁଆଲ ଛତି
ହଲଦି ତେଲ କେ ପୁଆଲ ଛତି
ଜାନ ସହିନାଇ ହୁଏ ଦୁଲୁକେ ଛାତି
ଗୋ ଶଗଡ଼ ଗାଡ଼ି
ହେ..ଧନ କେଁ କଟ କଟ ଯାଉଛେ ଗଡ଼ି
ଗୋ ଶଗଡ଼ ଗାଡ଼ି
ହେ..ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି
ଗୋ ଶଗଡ଼ ଗାଡ଼ି
ହେ..ଧନ କେଁ କଟ କଟ ଯାଉଛେ ଗଡ଼ି
ଗୋ ଶଗଡ଼ ଗାଡ଼ି
ହେ..ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି
ଗୋ ଶଗଡ଼ ଗାଡ଼ି
Sagada Gadi English Transliteration Lyrics
Ho.ho.ho..
He..dhana ken kata kata jauchhe gadi
Go shagada gadi
He..dhana ken kata kata jauchhe gadi
Go shagada gadi
Dhana nainde nainde muhunke mudi
Go shagada gadi
Bahale bunichhe deshi bihana
Bahale bunichhe deshi bihana
Sate uchhuli jiba kaen puala bhadi
Go shagada gadi
He..dhana ken kata kata jauchhe gadi
Go shagada gadi
He..dhana nainde nainde muhunke mudi
Go shagada gadi
Tak dhul dhul..tak dhul dhul..tak dhul dhul
Makhan phul..makhan phul..makhan phul
Kajli kajali akhine tor kajalar gara
Kajli kajali akhine tor kajalar gara
Kahuchhe rasia pila go mate prem kar
Kahuchhe rasia pila go mate prem kar
Aelta sindura dishe lala jara jara
Aelta sindura dishe lala jara jara
Udhna tale maruthisire kete akhir thara
Sajana shagake kakharu bari
Sajana shagake kakharu bari
Suna mane paduchhe se barasa jhari
Go shagada gadi
He..dhana ken kata kata jauchhe gadi
Go shagada gadi
He..dhana nainde nainde muhunke mudi
Go shagada gadi
Jhimki mana..jhimki mana..jhimki mana
Kudhei dana..kudhei dana..matar chana
Pirati nadine bhasuchhe muin dhanare mora
Pirati nadine bhasuchhe muin dhanare mora
Kala megh dekhi jenta nachuthisi majura
Ho..kala megh dekhi jenta nachuthisi majura
Nilia akashe baga pakhi jauchhan udi
Nilia akashe baga pakhi jauchhan udi
Dekha dukhi heu heu bayasa ama jibata gadi
Haladi tela ke puala chhati
Haladi tela ke puala chhati
Jana sahinai hue duluke chhati
Go shagada gadi
He..dhana ken kata kata jauchhe gadi
Go shagada gadi
He..dhana nainde nainde muhunke mudi
Go shagada gadi
He..dhana ken kata kata jauchhe gadi
Go shagada gadi
He..dhana nainde nainde muhunke mudi
Go shagada gadi
Sagada Gadi Song Story
ଏକ ସୁନ୍ଦର ଗାଁ ସେ ଗାଁର ନାଁ ଥିଲା ପଦ୍ମପୁର । ଗାଁର ଗୋଟେ ଧଙ୍ଗରl ଥିଲା, ନାଁ ତାର ସୁରେଶ। ସୁରେଶ୍ର ପାଖେ ଗୋଟେ ସୁନ୍ଦର ରଙ୍ଗ-ବେରଙ୍ଗର ଚିତ୍ର ହେଇଥିବା ସଗଡ଼ ଗାଡ଼ି ଥିଲା । ସୁରେଶ ସେଦିନ ନିଜର ସଗଡ଼ ଗାଡ଼ି ଧରି କ୍ଷେତ ଆଡ଼େ ଯାଉଥିଲା, ଯେଉଁଠି ସେ ନିଜର ଭାରି ମେହନତ କରି ଧାନ ଆରୁ ଶାଗ-ପରିବା ଚାଷ କରିଥିଲା
କ୍ଷେତର ରାସ୍ତାରେ ଯାଉଥିବା ବେଳେ ତାର ନଜର ପଡ଼ିଲା ଗାଁର ସୁନ୍ଦରୀ ଧଙ୍ଗରି ରାଧା ଉପରେ। ରାଧା ନିଜର ପାଦେ ଅଳତା ଲଗେଇ, କଜଳ ଗାର ପିନ୍ଧି, ଶାଢ଼ୀ ପିନ୍ଧି ମୟୂର ଚାଲିରେ ଯାଉଥିଲା ।ତାହାକେ ଦେଖି ସୁରେଶ୍ର ମନ ଉଡ଼ିଗଲା। ତାକେ ଲାଗିଲା ଯେ ରାଧା ତାର ଘୁଙ୍ଘଟ ତଳୁ ଲୁଚି-ଲୁଚି ତାକୁ ହିଁ ଦେଖୁଛେ
ସୁରେଶ ନିଜ ଗାଡ଼ି ଅଟକେଇ ଗୀତ ଗାଇକରି କହିଲା, "ହେ ଧନ! ମୋର ସଗଡ଼ ଗାଡ଼ି କେଁ କଟ କଟ କରି ଯାଉଛେ, ତୁଇ ମୋର ସାଥିରେ ଆସ, ମତେ ଏକଲା ଲାଗୁଛେ" । ତୁଇ ମୋର ଠାନୁ ମୁହଁ ନାଇଁ ବୁଲା ମୁଇଁ କ୍ଷେତରେ ଯେତେ ଫସଲ ଉଗେଇଛେ, ସବୁ ତୋର ଲାଗି ଆଏ ।"
ରାଧା ପ୍ରଥମେ ଟିକେ ଲାଜେଇ ଗଲା, ହେଲେ ତାର ମନେ ବି ସୁରେଶ ଲାଗି ବହୁତ ପିରତି ଥିଲା । ଦୁହେଁ ନଦୀ ପାଣି ଭିତରେ ଖେଳି-ଖେଳି ନିଜର ମନର କଥା କହିଲେ । ସେମାନଙ୍କର ପିରତି ଦେଖି ଆକାଶର କଳା ମେଘ ଆଉ ନଦୀର ପାଣି ବି ଖୁସି ହେଇଗଲେ, ଯେନ୍ତା କଳା ମେଘ ଦେଖି ମୟୂର ନାଚେ, ସେନ୍ତା ଦୁହିଁଙ୍କର ମନ ନାଚି ଉଠିଲା
ଶେଷରେ, ସୁରେଶ ରାଧାର ହାତ ଧରି ତାକୁ ନିଜର ସଗଡ଼ ଗାଡ଼ିରେ ବସେଇଲା । ସାରା ଗାଁର ସାଙ୍ଗ-ସାଥୀ ମିଶିକରି ମାଦଳ ଏବଂ ଢୋଲ ବଜେଇ ରସରକେଲି ତାଳେ ତାଳେ ନାଚିଲେ । ସଗଡ଼ ଗାଡ଼ିର ସେହି କେଁ-କଟ୍ କଟ୍ ଆୱାଜ୍ ଭିତରେ ଦୁହିଁଙ୍କର ପିରତିର ନୂଆ କାହାଣୀ ଗଢ଼ି ହେଇଗଲା ।
Frequently Asked Questions (FAQs)
Q1: Who is the singer and lead artist of the Sambalpuri song "Sagada Gadi"?
A: The song is performed and featured by the popular Western Odisha artist Iconstar Prince (Prince Official).
Q2: What does the term "Sagada Gadi" mean?
A: In the Sambalpuri/Odia language, "Sagada Gadi" translates to a bullock cart. The song beautifully revolves around the traditional rural lifestyle and a romantic journey on a bullock cart.
Q3: What is the core theme of the "Sagada Gadi" song?
A: It is a vibrant, romantic Sambalpuri folk-pop song. The story follows a hardworking farmer who invites his love interest to join him on his swiftly moving bullock cart, expressing how he cultivated his fields just for her.
Q4: When was the official music video of "Sagada Gadi" released?
A: The official music video was released on YouTube by Prince Official on July 14, 2016, and has since become one of the most-watched Sambalpuri songs of all time.
Q5: What traditional musical elements are used in this song?
A: The song beautifully incorporates traditional Western Odisha cultural vibes, featuring energetic folk beats, rhythmic dances, and references to rural life, making it a staple at local festivals and celebrations.