Type Here to Get Search Results !

Badla Sambalpuri Song Lyrics In Odia – Lokesh & Rachana

Looking for Badla Sambalpuri song lyrics in Odia script? Read the full breakup song lyrics featuring Lokesh & Rachana (Singer Rocky Badi) right here!



Audio Credit :-

Singer - ROCKY BADI 

Lyrics - GURUDEV & ROCKY

Music - ROCKY BADI & MUSIC LOVER ROSHAN 

Rythem - BIMAL NO 1

Producer - MEGHARAJ MAHANAND

Co producer - HIMANSU GARDIA 

Thanks to- SHYAM SUNDAR JENA & BANTI ROUT


Badla Sambalpuri Song Lyrics In Odia Script 


ତତେ ଭରସା କରିଥିଲି ମୁଁଇ,

ତୁ ଗଲୁ ଲୋ ଭୁଲି

ସଚ୍ଚା ପ୍ୟାର୍ କରିଥିଲି ତତେ,

ତୁ ଗଲୁ ବଦଳି, ତୁ ଗଲୁ ବଦଳି


ତତେ ଭରସା କରିଥିଲି ମୁଁଇ,

ତୁ ଗଲୁ ଲୋ ଭୁଲି।

ସଚ୍ଚା ପ୍ୟାର୍ କରିଥିଲି ତତେ

ତୁ ଗଲୁ ବଦଳି।


ମୁଁ କାଏ ଦୋଷ କରିଥିଲି,

କହି ଦେଇଥିତୁରେ ଫୁଲେଇ।

ତୋର ଖୁସି ଟିକେ ଲାଗି ବୋଲି,

ମୋର ସବୁକିଛି ଭୁଲି ଗଲି।

ମତେ ଛାଡି କେନ ରହି ଗଲୁ ଗା...


ମୋତେ ତୁଇ କରିଦେଲୁ ଏକଲା,

ଦିନେ ହେଲେ ନେମି ରେ ମୁଁଇ ବଦଲା...

ମତେ ତୁଇ କରିଦେଲୁ ଏକଲା,

ଦିନେ ହେଲେ ନେମି ରେ ମୁଁଇ ବଦଲା...



ମନ କାନ୍ଦୁଥିସି   ଲୋ  ତୋର କଥା ଭାବି ଭାବି,

କେନ୍ ଜନ୍ମର ବଦଲା ନେଇ ଗଲୁ,

ହାରି ଗଲି ମୁଁ ବାଜି.......................


ଭଲ ପାଇଥିଲି ଲୋ କେତେ ନିଜର ଭାବିକରି,

ହେନ୍ତା ଧୋକା ଦେବୁ ବୋଲି, କେବେ ଭାବି ନାଇଁଥିଲି।


ଆଜି ମୁଁ ତୋର ଲାଗି କାନ୍ଦୁଛେ,

ଦିନେ ତୁଇ ମୋର ଲାଗି କାନ୍ଦବୁ।

ମୋର କଥା କେ ସୋର କରି କରି  ସବୁବେଳେ, ତୁଇ ଭାବୁଥିବୁ,

ଉପରବାଲା ସବୁ ଦେଖୁଛେ।

ସାକ୍ଷୀ ରହେଲା...


ମତେ ତୁ କରିଦେଲୁ ଏକଲା,

ଦିନେ ହେଲେ ନେମି ରେ ମୁଁ ବଦଲା...

ମତେ ତୁ କରିଦେଲୁ ଏକଲା,

ଦିନେ ହେଲେ ନେମି ରେ ମୁଁ ବଦଲା...


ମୋର ସାଙ୍ଗେ ତୁଇ ରେ ଯେନ୍ତା ଖେଳ ଖେଳୁ ଥିଲୁ 

ତୋର ବି ଦିନେ ଟାଇମ୍ ଆଏବା ,

ହେନ୍ତା ଖେଳ ବନିଯିବୁ।


ପ୍ରେମ ଗୁଟେ ଖେଳ ନୁହେ 

ସବୁ ବେଳେ ଖେଳୁ ଥିବୁ 

ଆଦତ ତୋର ବଦଲେଇ ଦେ,

ନହେଲେ ଜୀବନ ହାରିଦେବୁ।

ସବୁ କଥାକୁ ସୋର  ରଖିଥିବୁ,

ଯେବେ ହେଲେ ତୁଇ ବୁଝିବୁ।

ନିଜର ଭୁଲ କାନା ଥିଲା ବୋଲି 

ତୁଇ ନିଜେ ଜାଣି ପକାବୁ 

ସବୁ କଥା ମନ ଭିତରୁ ..ମୁଇ କହି ଦେଲି ଗା


ମତେ ତୁ କରିଦେଲୁ ଏକଲା,

ଦିନେ ହେଲେ ନେମି ରେ ମୁଁ ବଦଲା...

ମତେ ତୁ କରିଦେଲୁ ଏକଲା,

ଦିନେ ହେଲେ ନେମି ରେ ମୁଁ ବଦଲା...


❓ Frequently Asked Questions (FAQs)

Q1: Who is the lead actor in the Sambalpuri song "Badla"?

A: The music video features popular Sambalpuri star Lokesh Lolo alongside actress Rachana Bag.

Q2: Who are the singers behind the "Badla" Sambalpuri song?

A: The soulful vocals for this emotional breakup track are delivered by Rocky Badi and Arpita Choudhury.

Q3: Where can I read Badla Sambalpuri song lyrics in the official Odia script?

A: You can read the complete, line-by-line lyrics in both the official Odia script (ଓଡ଼ିଆ) and English transliteration right here on this page.

Q4: Under which music label was the "Badla" song released?

A: The song was officially released under the prominent regional music label Jojo J5 Production.

Q5: What is the theme of the Sambalpuri song "Badla"?

A: "Badla" is an emotional, high-intensity Sambalpuri sad/breakup song centered around heartbreak, betrayal, and taking emotional revenge (Badla) after being left alone.


Keyword :

Mate tui kari delu akela dine hele nemi mui badla lyrics  Lokesh Lolo Badla Sambalpuri song linesBadla Sambalpuri sad song lyrics Odia textRocky Badi Badla song lyrics copy pasteJojo J5 Production Badla lyrics in Odia scriptBadla Sambalpuri song lyrics  Badla Sambalpuri song lyrics in OdiaBadla song lyrics LokeshBadla Sambalpuri lyrics in Odia script. 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad