Type Here to Get Search Results !

Reti Reti Song Lyrics – Amar Dash & Chumki Padhi | Sambalpuri

Read full Sambalpuri lyrics of 'Reti Reti' sung by Amar Dash & Chumki Padhi in English & Odia script. Written by Jayanta Behera with music by Raja Bag.

Reti Reti Song Lyrics – Amar Dash & Chumki Padhi | Sambalpuri


ଗୀତ ସୂଚନା:

  • ଗୀତ: ରେତି ରେତି (Reti Reti)

  • କଣ୍ଠଶିଳ୍ପୀ: ଅମର ଦାଶ (Amar Dash) ଓ ଚୁମକି ପାଢ଼ୀ (Chumki Padhi)

  • ଗୀତିକାର: ଜୟନ୍ତ ବେହେରା (Jayanta Behera)

  • ସଙ୍ଗୀତ: ରାଜା ବାଘ (Raja Bag) ଏବଂ ନିବାସ ଜ୍ୟାକସନ (Nibash Jackson)

  • ଚ୍ୟାନେଲ: SHRUTI Entertainment

ସମ୍ପୂର୍ଣ୍ଣ ଗୀତ (Full Lyrics in Odia Script):

(ମହିଳା କଣ୍ଠ):

ଢଲି ଗଲାନୋ ହଁ ଢଲି ଗଲାନୋ

ମଝିଆର ପାନି ପଡ଼ି ଗଲାନୋ

(କୋରସ୍):

ହୋ... ହୋ... ହୋ... ହୋ...

(ମହିଳା କଣ୍ଠ):

ବିସି ଗଲାନୋ ହଁ ବିସି ଗଲାନୋ

ସବୁ ସାମାନୋ ସରି ଗଲାନୋ

(କୋରସ୍):

ହୋ... ହୋ... ହୋ... ହୋ...

(ମହିଳା କଣ୍ଠ):

ଢଲି ଗଲାନୋ ହଁ ଢଲି ଗଲାନୋ

ମଝିଆର ପାନି ପଡ଼ି ଗଲାନୋ

ବିସି ଗଲାନୋ ହଁ ବିସି ଗଲାନୋ

ସବୁ ସାମାନୋ ସରି ଗଲାନୋ, ସରି ଗଲାନୋ

(ପୁରୁଷ କଣ୍ଠ / କୋରସ୍):

ରେତି ରେତି...

ରେତି ରେତି ମାଖୁଛ ଧନ କାଁଏ ସାବୁନ (ସଲୋ ସଲୋ)

ରେତି ରେତି ମାଖୁଛ ଧନ କାଁଏ ସାବୁନ (ସଲୋ ସଲୋ)

(ମହିଳା କଣ୍ଠ):

ହାରାମି ରେ ଉତ୍ପତିଆ, ରୁଙ୍ଘୁଛୁ ଫନ ଫନ

ସୁନାକେ ତୋଏ ପିତଲ ଭାବି, ମାଗୁଛୁ ମୋର ମନ

ମୋର ମନ... କାହିଁ ମନ...

(ମହିଳା ଓ ପୁରୁଷ କଣ୍ଠ):

ରେତି ରେତି...

ରେତି ରେତି ମାଖୁଥିଲେ ମୁଁଇ ଯାଏ ସାବୁନ (ସଲୋ ସଲୋ)

ରେତି ରେତି ମାଖୁଥିଲେ ମୁଁଇ ଯାଏ ସାବୁନ (ସଲୋ ସଲୋ)

(ମହିଳା କଣ୍ଠ):

ପଡ଼ା ପଡ଼ା ବୁଲି ଯାଉଛ, କେତେ କାଣା କରୁଥିବ ତ?

(ପୁରୁଷ କଣ୍ଠ):

ଜାନବାର ଲାଗି, ଶୁନବାର ଲାଗି, କାଁଇଜେ ହେଉଛ ଛନ ଛନ

(ମହିଳା କଣ୍ଠ):

ହେ, ପଡ଼ା ପଡ଼ା ବୁଲି ଯାଉଛ, କେତେ କାଣା କରୁଥିବ ତ?

(ପୁରୁଷ କଣ୍ଠ):

ଜାନବାର ଲାଗି, ଶୁନବାର ଲାଗି, କାଁଇଜେ ହେଉଛ ଛନ ଛନ

(ମହିଳା କଣ୍ଠ):

ଛନ ଛନ... ନାଇଁ ହୁଅ ନ...

(ପୁରୁଷ କଣ୍ଠ):

ରେତି ରେତି...

ରେତି ରେତି ମାଖୁଛ ଧନ କାଁଏ ସାବୁନ (ସଲୋ ସଲୋ)

ରେତି ରେତି ମାଖୁଛ ଧନ କାଁଏ ସାବୁନ (ସଲୋ ସଲୋ)

(ମହିଳା କଣ୍ଠ):

ନଦୀର ଘାଟେ ଖାଲି ବସିଛ, ରଗଡ଼ି ଘସି ଯେତେ ହେଉଛ

(ପୁରୁଷ କଣ୍ଠ):

ଚିହ୍ନିକି କଲେ, ଆମର ପଛାଡ଼େ, ଘାଟି ହେଉଛ ରାତି ଦିନ

(ମହିଳା କଣ୍ଠ):

ହେ, ନଦୀର ଘାଟେ ଖାଲି ବସିଛ, ରଗଡ଼ି ଘସି ଯେତେ ହେଉଛ

(ପୁରୁଷ କଣ୍ଠ):

ଚିହ୍ନିକି କଲେ, ଆମର ପଛାଡ଼େ, ଘାଟି ହେଉଛ ରାତି ଦିନ

(ମହିଳା କଣ୍ଠ):

ରାତି ଦିନ, ତୋର ସପନ...

(ମହିଳା ଓ ପୁରୁଷ କଣ୍ଠ):

ରେତି ରେତି...

ରେତି ରେତି ମାଖୁଥିଲେ ମୁଁଇ ଯାଏ ସାବୁନ (ସଲୋ ସଲୋ)

ହାଏ ହାଏ, ରେତି ରେତି ମାଖୁଛ ଧନ କାଁଏ ସାବୁନ...

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad