Type Here to Get Search Results !

Mehndi Re Lyrics – Umakant Barik | Superhit Sambalpuri Old Song

Read the full English lyrics of the classic Sambalpuri hit "Mehndi Re" sung by Umakant Barik. Explore song details, singer credits, and meanings online.



Mehndi Re Lyrics In Odia Script 

[Intro]

ହୋ... ରାରା ରାରା ରାରା...

ରାରା ରାରା ରାରା...

ରାରା ରାରା ରାରା...

ରାରା ରାରା ରାରା...


[Chorus]

ମେହେନ୍ଦି ରେ... ସୁନ୍ଦରୀ ମେହେନ୍ଦି

ମେହେନ୍ଦି ରେ... ସୁନ୍ଦରୀ ମେହେନ୍ଦି

ମୋର୍ ପ୍ରିୟାର୍ ହାତକେ କେଭେ ନାଇଁ ରଙ୍ଗାବୁ...

ମତେ ଭଲ୍ ପାଇ ଯେନ୍ତା ଛାଡ଼ିଦେଲା

ତୋର୍ ରଙ୍ଗ୍ ରଚେଇ କରି ଧୁଇଦେବା ବେଳେ ପସ୍ତଉଥିବୁ


ମତେ ଭଲ୍ ପାଇ ଯେନ୍ତା ଛାଡ଼ିଦେଲା

ତୋର୍ ରଙ୍ଗ୍ ରଚେଇ କରି ଧୁଇଦେବା ବେଳେ ପସ୍ତଉଥିବୁ...


ଡେଲି ଡେଲି ନୂଆ ରସିଆ ବଦଲୁଥିସି

ହାଏରେ ମୋର୍ ସଜନୀ...


ନୂଆ ରଙ୍ଗ୍ ଦେଖିଦେଲେ ଲୁଭେଇ ଯାଏସି

ମୋର୍ ଗେଲ୍ହେଇ ଗୁମାନୀ...


ତୋର୍ ରଙ୍ଗ୍ ନେଇକରି ବଦଳିଦେଲେ ଜାନୁଥିବୁ...

ମତେ ଭଲ୍ ପାଇ ଯେନ୍ତା ଛାଡ଼ିଦେଲା

ତୋର୍ ରଙ୍ଗ୍ ରଚେଇ କରି ଧୁଇଦେବା ବେଳେ ପସ୍ତଉଥିବୁ


ମତେ ଭଲ୍ ପାଇ ଯେନ୍ତା ଛାଡ଼ିଦେଲା

ତୋର୍ ରଙ୍ଗ୍ ରଚେଇ କରି ଧୁଇଦେବା ବେଳେ ପସ୍ତଉଥିବୁ...


[Verse 1]

ତୋରାଜ ନହାରୁ ସୁର ସମିଆ ଅଛେ ସାକ୍ଷୀ

କେଭେ ତାକେ ଖରାର୍ ତାତି ଛିନେଇ ଦେଇନି...


ଜୀବନଠାନୁ ବି ବେଶୀ ...ଭଲ୍ ପାଉଥିଲି ମୁଇଁ

ଦୁଃଖର ସାଗର ଦରିଆନେ ଘାର୍ ମୋର୍ ଦେଲା ଛାଡ଼ି...


ମେହେନ୍ଦି ଲୋ... ପାଗ୍‌ଲୀ ମେହେନ୍ଦି

ତୁଇ ଏତ କି  ନିଜର୍ କାହାକେ ନାଇଁ  ଭାବବୁ ...


ଯେ କୂଳେ ଲଗାବା ଭାବୁଥିବୁ

ସେ ମଝା ପାନିନେ ଠେଲି ଦେବା ବେଳେ ବୁଡ଼ିଯିବୁ...


ମତେ ଭଲ୍ ପାଇ ଯେନ୍ତା ଛାଡ଼ିଦେଲା

ତୋର୍ ରଙ୍ଗ୍ ରଚେଇ କରି ଧୁଇଦେବା ବେଳେ ପସ୍ତଉଥିବୁ...


[Verse 2]

ପ୍ରେମର ଅଢ଼େଇ ଅକ୍ଷର ମନେ ମୋର୍ ଲେଖିଥିଲା

ନିଜର୍ ହାତେ ନିଜେ ତାକେ ଲିଭେଇ ଦେଲାରେ...


ଦୁଇ ଦିନିଆ ଖୁସି ...ଚହରେଇ ଦେଇକରି

ମନର୍ ସାଦା କାଗଜ୍ କେ ମୋର୍ ଚିରି ଦେଲାରେ...


ମେହେନ୍ଦି ଲୋ... ପାଗ୍‌ଲୀ ମେହେନ୍ଦି

ପିଲିଆର୍ ପାଶ୍‌କେ କେଭେ ନାଇଁ ଯିବୁ...


ରଙ୍ଗ୍ ଗାଢ଼ା ହେବା ବୋଲି କରି

ତତେ ଖରାଥି ଶୁଖେଇ ଜଳେଇ ଦେବା ବେଳେ ଜଳିଯିବୁ...


ମତେ ଭଲ୍ ପାଇ ଯେନ୍ତା ଛାଡ଼ିଦେଲା

ତୋର୍ ରଙ୍ଗ୍ ରଚେଇ କରି ଧୁଇଦେବା ବେଳେ ପସ୍ତଉଥିବୁ...


[Outro]

ମେହେନ୍ଦି ରେ... ସୁନ୍ଦରୀ ମେହେନ୍ଦି

ମୋର୍ ପ୍ରିୟାର୍ ହାତକେ କେଭେ ନାଇଁ ରଙ୍ଗାବୁ...


Tags:

Mehndi Re lyrics, Mehndi Re Sambalpuri song lyrics , Umakant Barik Mehndi Re lyrics , Mehndi Re song English lyrics, Umakant Barik old Sambalpuri song lyrics, Mehndi Re Sambalpuri MP3 song details, Superhit Sambalpuri romantic song lyrics, Mehndi Re Odia song lyrics in English letters, Umakant Barik hit songs list lyrics. 


Frequently Asked Questions (FAQ)

Q: Who is the original singer of the Sambalpuri song "Mehndi Re"?

A: The iconic song "Mehndi Re" is sung by renowned Sambalpuri folk and modern vocalist Umakant Barik.


Q: What genre does "Mehndi Re" belong to?

A: "Mehndi Re" belongs to Western Odisha's Sambalpuri folk-pop music style, characterized by traditional folk rhythms and expressive romantic melodies.


Q: In what script/format are the lyrics available here?

A: The lyrics are provided in the Sambalpuri language using the English alphabet (Latin transliteration) so listeners can sing along easily regardless of their native script.


Q: What is the theme of the song "Mehndi Re"?

A: The song captures a blend of romantic longing and celebration, using the symbolism of Mehndi (henna) to express affection and marital or romantic milestones in traditional Sambalpuri culture.

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Ads Area