Type Here to Get Search Results !

Aji B Mun Lyrics | Diary Odia Movie | Humane Sagar

ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Humane Sagar) ଙ୍କ କଣ୍ଠରେ ମୁକ୍ତିଲାଭ କରିଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଡାଏରୀ' (Diary) ର ହୃଦୟସ୍ପର୍ଶୀ ଗୀତ "ଆଜି ବି ମୁଁ" (Aji B Mun) ର ସମ୍ପୂର୍ଣ୍ଣ Lyrics ଏବେ ଓଡ଼ିଆ ଏବଂ ଇଂରାଜୀ ଅକ୍ଷରରେ ଉପଲବ୍ଧ! ଏହି ସୁନ୍ଦର ରୋମାଣ୍ଟିକ/ସ୍ୟାଡ୍ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ (Somesh Satpathy) ଏବଂ ଏହାର ଚିତ୍ତାକର୍ଷକ ଶବ୍ଦଗୁଡ଼ିକୁ ରଚନା କରିଛନ୍ତି ଗୀତିକାର ସ୍ଥିତ ପଟ୍ଟନାୟକ (Sthita Pattnaik)।

Aji B Mun Lyrics Odia , Aji Bi Mun Diary Movie Song Lyrics   , Humane Sagar Aji B Mun Full Lyrics ,  Diary Odia Movie Song Lyrics Aji B Mun Humane Sagar Song Text  New Odia Movie Diary All Songs LyricsAji Bi Mui Bhala Pauchhi Tote LyricsSomesh Satpathy New Odia Song LyricsHumane Sagar New Odia Sad Song 2026Aji B Mun Lyrics in Odia ScriptOdia Song Lyrics download www.pdiskshow.in

Diary Odia Movie | Humane Sagar


Aji B Mun Song Lyrics  | Diary Odia Movie


Song Credit:

Song : Aji B Mun

Music : Somesh Satpathy 

Singers : Humane Sagar, Debanshi Dash

Lyrics : Sthita Pattnaik



Aji B Mun Lyrics In Odia Script 


ଆଜି ବି ମୁ ଖୋଯେ ସେଇ ଆଖି

ଆଜି ବି ମୁ ତୋ ବାଟ ଚାହିଁଛି

ଦେଇଜାରେ ପୁଣି ତୋ ହୃଦୟ


ଆଜି ବି ମୁ ଖୋଯେ ସେଇ ଆଖି

ଆଜି ବି ମୁ ତୋ ବାଟ ଚାହିଁଛି

ଦେଇଜାରେ ପୁଣି ତୋ ହୃଦୟ


ସକାଳର ସୂର୍ଯ୍ୟ ପରି ଚାଲିଯିବି ମୁ ସଞ୍ଜରେ

ମନ ଭାରି ଦେଖି  ନିଏ  ତୋତେ ଥରେ ମୋ ସାଥିରେ

ରହୀଯା ତୁ ସମୟ


ଆଜି ବି ମୁ ଖୋଯେ ସେଇ ଆଖି

ଆଜି ବି ମୁ ତୋ ବାଟ ଚାହିଁଛି

ଦେଇଜାରେ ପୁଣି ତୋ ହୃଦୟ


ଲୁହହେଇ ଝରୁଥିବି ତୋ ହସରେ ହସୁଥିବି

ରହିଥିବି ତୋ ସାଥିରେ

ସଧା ତୋର ଆଖେ ପାଖେ ତୋ ହାତକୁ ନେଇ ହାତେ

ଚାଲୁଥିବି ତୋ ସାଥିରେ


ଦେଖିଥିବା ସ୍ୱପ୍ନ ଟିଏ ଅଧାଗଢା ରାତିଟିଏ

ରହିଜା ରେ ତୁ ସମୟ


ତୋ କଥାରେ ଜଳୁଥିବି ତୋ କଥାରେ ଲିଭୁଥିବି

ଏତେ ତତେ ଭଲ ପାଏ


ଅଧା ଗଢ଼ା ଏ ଜୀବନ ତୋତେ କାଇଁ ମୋର ମନ

ସବୁବେଳେ ଖୋଜୁଥାଏ


ଫେରିଆତୁ ପୁଣି ଥରେ ମୋ ଭାଗର ପୃଥିବୀରେ

ରହିଜା ରେ ତୁ ହୃଦୟ       


ଆଜି ବି ମୁ ଖୋଯେ ସେଇ ଆଖି

ଆଜି ବି ମୁ ତୋ ବାଟ ଚାହିଁଛି

ଦେଇଜାରେ ପୁଣି ତୋ ହୃଦୟ



Aji B Mun Lyrics In English Script 


Aaji bi mu khoje sei akhi

Aaji bi mu to baata chahinchi

Deijaa re puni to hrudaya


Aaji bi mu khoje sei akhi

Aaji bi mu to baata chahinchi

Deijaa re puni to hrudaya


Sakaalara surjya pari chali jibi mu sanjare

Mana bhaari dekhi nie tote thare mo saathire

Rahi jaa tu samaya


Aaji bi mu khuje sei akhi

Aaji bi mu to baata chahinchi

Neijaa re puni to hrudaya


Luha hei jharuthibi to hasare hasuthibi

Rahithibi to saathire

Sadha tora akhe pakhe to haataku nei haate

Chaluthibi to saathire


Dekhithiba swapna tie adha gadha raati tie

Rahi jaa re tu samaya


To kathare jaluthibi to kathare livuthibi

Ete tote bhala pae


Adha gadha e jeebana tote kain mora mana

Sabubele khojuthae


Pheriaa tu puni thare mo bhagara pruthibire

Rahi jaa re tu Hrudaya


Aaji bi mu khuje sei akhi

Aaji bi mu to baata chahinchi

Neijaa re puni to hrudaya.


❓ 3. Frequently Asked Questions (FAQs)  

ପ୍ରଶ୍ନ ୧: "ଆଜି ବି ମୁଁ" (Aji B Mun) ଗୀତଟି କେଉଁ ଓଡ଼ିଆ ସିନେମାର?

ଉତ୍ତର: ଏହି ଗୀତଟି ଓଡ଼ିଆ ଚଳଚ୍ଚିତ୍ର 'ଡାଏରୀ' (Diary) ର ଅଟେ।  


ପ୍ରଶ୍ନ ୨: "Aji B Mun" ଗୀତର ମୁଖ୍ୟ ଗାୟକ (Singer) କିଏ?

ଉତ୍ତର: ଓଡ଼ିଶାର ସୁପରହିଟ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Humane Sagar) ଏହି ଗୀତଟିକୁ ଗାଇଛନ୍ତି। 


 ପ୍ରଶ୍ନ ୩: ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗୀତିକାର କିଏ ଅଟନ୍ତି?ଉତ୍ତର: ଗୀତର ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥୀ (Somesh Satpathy) ଦେଇଥିବା ବେଳେ ଏହାର ଲିରିକ୍ସ ସ୍ଥିତ ପଟ୍ଟନାୟକ (Sthita Pattnaik) ଲେଖିଛନ୍ତି।

 

ପ୍ରଶ୍ନ ୪: 'Diary' ଓଡ଼ିଆ ମୁଭିର ପ୍ରଯୋଜକ (Producer) କିଏ?

ଉତ୍ତର: ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ (Ardhendu Sundar Sahu)।  


ପ୍ରଶ୍ନ ୫: ମୁଁ "Aji B Mun" ଗୀତର ସମ୍ପୂର୍ଣ୍ଣ ଓଡ଼ିଆ ଲିରିକ୍ସ କେଉଠୁ ପାଇପାରିବି?

ଉତ୍ତର: ଆପଣ www.pdiskshow.in ୱେବସାଇଟ୍‌କୁ ଯାଇ ଏହି ଗୀତର ସମ୍ପୂର୍ଣ୍ଣ ଓଡ଼ିଆ ଏବଂ ଇଂରାଜୀ ଲିରିକ୍ସ ସହଜରେ ପଢ଼ିପାରିବେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad