Gori Tu Maridelu Aakhire Tira full song lyrics in Odia script. Sung by the powerhouse duo Mantu Chhuria and Aseema Panda, this romantic Sambalpuri track is a massive hit. Get the complete, accurate Odia text lyrics along with song details, credits, and video links to sing along to your favorite Sambalpuri music!
Credits:
Song : Gori Tu Maridelu Aakhire Tira
Singer : Mantu Chhuria, Aseema Panda
Lyrics : Sunil Maharana
Music By: Abinash Mishra
Mixing By : Milan Dash
Gori Tu Maridelu Aakhire Tira Lyrics In Odia Script
ଗୋରୀ ତୁ ମାରିଦେଲୁ ରେ ଆଖିର ପ୍ରେମ ତୀର
ଗୋରୀ ତୁ ମାରିଦେଲୁ ରେ ଆଖିର ପ୍ରେମ ତୀର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧନ ତୁ ଟାଣି ନେଲା ରେ ତୋର ମନ ମୋର
ଧନ ତୁ ଟାଣି ନେଲା ରେ ତୋର ମନ ମୋର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଚୁମକି ଲଗା ଜୁହ୍ନି ରେ ତୋର ବଜେଇ ଦେଲୁ ଗୋରୀ
ପଗଲା ହିଁ ଦିଲ୍ କୁ ମୋର କରିନେଲୁ ତୁ ଚୋରି
ଛାତି ଚିରା ଚାହାଣି ତୋର ଦେଲାନି ମାରି...
ନିଦରେ ଆସି ପାଖରେ ବସି ନେଲୁନି ନିଜର କରି
ଇସାରା ମତେ ଦବାକୁ ଏତେ କରୁଛୁ କାହିଁ ଦେରୀ
ଏତେ ପାଖେ ଅଛୁ ମତେ ପାରୁନୁ ଧରି...
ଗୋରୀ ତୁ ଉଡ଼େଇ ନେଲୁ ଆଖିର ନିଦ ମୋର
ଗୋରୀ ତୁ ଉଡ଼େଇ ନେଲୁ ଆଖିର ନିଦ ମୋର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଶିଖେଇ ଦେଲୁ ପ୍ରେମର ପାଠ ଦେଖେଇ ଦେଲୁ ବାଟ
ଯୋଉଠି ଥିଲେ ଯୋଡ଼ି ଗଲେ ତୋ ସାଥେ ହେଲା ଭେଟ
ଭୋଲି ଭାଳି ମନଟା ମୋର ହେଲାରେ ଦୁଷ୍ଟ
ହାଏ ହାଏ ହାଏ ରେ.. ମୋଠୁ ମତେ ଛଡେଇ ନେବୁ ମତେ କିଛି ନା ଜଣା
ଆଖିରେ ଆଖି ବାଡ଼େଇ ଦେଲୁ ହେଲି ମୁଁ ବାଟବଣା
ଘଟିଗଲା ତୋ ସାଥିରେ କିଛି ଘଟଣା...
ଧନ ତୁ ବଜେଇ ଦେଲୁ ଦିଲ୍ ର ଘଣ୍ଟି ମୋର
ଧନ ତୁ ବଜେଇ ଦେଲୁ ଦିଲ୍ ର ଘଣ୍ଟି ମୋର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
ଧଡ଼ାଧଡ଼ ଷ୍ଟାର୍ଟ ହେଲା ରେ ଛାତି ତଳେ ଟ୍ରାକଟର
Keyword :
Gori Tu Maridelu Aakhire Tira lyrics
Gori Tu Maridelu Aakhire Tira Odia lyrics
Mantu Chhuria Sambalpuri song lyrics
Gori Tu Maridelu Aakhire Tira Sambalpuri lyrics
ଗୋରୀ ତୁ ମାରିଦେଲୁ ଆଖିରେ ତୀର lyrics
Gori Tu Maridelu lyrics in Odia script
Sambalpuri song lyrics in Odia writing
Mantu Chhuria song lyrics Odia
Aseema Panda Sambalpuri song lyrics Odia
Dhadha dhadha start hela re chhati tale lyrics
Gori tu maridelu re aakhire prema tira song lyrics
Dhak dhak dhana Sambalpuri song lyrics
New Sambalpuri romantic song lyrics 2026
Odia Sambalpuri lyrics website
Mantu Chhuria hits lyrics
New Odia song lyrics text