Read the full and accurate lyrics of the hit emotional Sambalpuri song "E Janme Ta Nai Helu Mor Sathi" sung by Umakant Barik. Get the complete verses written in clear Odia script.
ଇ ଜନ୍ମେ ତ ନାଇଁ ହେଲୁ ମୋର ସାଥୀ
ହୋ ଓ ଓ ଓ...
ଜୀବନ ସାଥୀ... ଯେକି ଜନମ ଜନମ ଯାଏ ତାର ସାଥୀକେ ସାଥ ଦେସି...
ଆରେ ଗୁଟେ ଜନମ କlଣ ସାତ ଜନମ ଯାଏ... ତାର ପ୍ରିୟାକେ ତାକି ଥିସି...
ଓ ସାଥୀ... ସାଥୀ ଇଟା ହିଁ ପ୍ରେମ ଆଏ...
ଏ ପ୍ରେମ କେ ହଁ ଏ ପ୍ରେମ କେ ଖାଲି ପ୍ରେମୀ ବୁଝି ପାର୍ସି...
ଯେ ଭଲ ପାଏସି ସେ ଭଲ ପାଏବାର ମାନେ ଜାନି ପାର୍ସି...
ହୋ ଏ ଜନ୍ମେ ତ ନାଇଁ ହେଲୁ ମୋର ସାଥୀ ସାଙ୍ଗର ଜୁଲି...
ହୋ ଏ ଜନ୍ମେ ତ ନାଇଁ ହେଲୁ ମୋର ସାଥୀ ସାଙ୍ଗର ଜୁଲି...
ଆର ଜନମେ ହେବୁ କି ନାଇଁ...
ମୁଇଁ ଅଲଗା ରୂପେ ଥିମି ତୁଇ ଅଲଗା ରୂପେ ଥିବୁ ମତେ ଚିହ୍ନବୁ କି ନାଇଁ...
ମୁଇଁ ଅଲଗା ରୂପେ ଥିମି ତୁଇ ଅଲଗା ରୂପେ ଥିବୁ ମତେ ଚିହ୍ନବୁ କି ନାଇଁ...
ହୋ ଏ ଜନ୍ମେ ତ ନାଇଁ ହେଲୁ ମୋର ସାଥୀ ସଙ୍ଗର ଜୁଲି...
ଆର ଜନମେ ହେବୁ କି ନାଇଁ...
ମୁଇଁ ବଦଲି ଯାଇଥିବି ତୁଇ ବଦଲି ଯାଇଥିବୁ ଭଲ ପାଏବୁ କି ନାଇଁ...
ମୁଇଁ ବଦଲି ଯାଇଥିବି ତୁଇ ବଦଲି ଯାଇଥିବୁ ଭଲ ପାଏବୁ କି ନାଇଁ...
ହୋ ଗଲାକାଲି ତତେ ମୁଇଁ ପର ବୋଲି ଦୁରେଇ ଦେଉଥିଲି...
ଆଜି ତୋର ବାଟ ଟାକିଛେନ ହେଲେ ତୁଇ ମୋର ନୁହେଁ ସଜନୀ...
ହୋ ଠିକ୍ ହେଇଛେ ମୋର ଭୁଲ୍ ର ସଜା ମୁଇଁ ପାଇ ଯାଉଛେଁ...
ଚାରି ଆଡେ କିନ୍ଦରୁ ଥିଲୁ ହେଲେ ଏବେ ଦେଖି ନାଇଁ ପାରୁଛେଁ...
ବଏରୀ ହେଲା ସଂସାର... ବିଧାତା କଲା ରେ ଦୂର...
ଯେନ୍ନ ଆଛୁ ଶୁଣୁ ଥା ତୋର ଲାଗି... ପ୍ୟାସା ମୋର ନଜର...
ଥରେ ହେଲେ ଦେଖା ଦେବୁ କି ନାଇଁ...
ମୁଇଁ ଅଲଗା ରୂପେ ଥିମି ତୁଇ ଅଲଗା ରୂପେ ଥିବୁ ମତେ ଚିହ୍ନବୁ କି ନାଇଁ..
ମୁଇଁ ଅଲଗା ରୂପେ ଥିମି ତୁଇ ଅଲଗା ରୂପେ ଥିବୁ ମତେ ଚିହ୍ନବୁ କି ନାଇଁ..
ହୋ ଘଡେ ଛନେ ହେତା ତ ଦମ୍ ଧରି ରହି ଯାଏତି...
ଏତକି ବଡ଼ ଜୀବନ ତୋର ବିନା କେନ୍ତା ବିତାମି...
ହୋ ରହିନାଇଁ ହେଲେ ଦୁନିଆ ଥି ଜଲ୍ଦି ମରି ଜିମି...
ଇଁ ଜୁଗର ଖେଲା ଲୀଲା ସାରି ଆଏବୁ ଟାକି ଥିମି...
ନୁଆ ଜନମ ନେମା... ସୁଖେ ଦିନ ବିତାମା...
ଛୁଆ ନୁ ବଡ଼ ହେମା... ଜୁଲି ହେଇଥିମା...
ହେତେ ବେଳେ ମତେ ଛାଡି ଜିବୁ ନାଇଁ ଓ ଓ ଓ...
ମୁଇଁ ଅଲଗା ରୂପେ ଥିମି, ତୁଇ ଅଲଗା ରୂପେ ଥିବୁ ମତେ ଚିହ୍ନବୁ କି ନାଇଁ...
ମୁଇଁ ବଦଲି ଯାଇଥିମି, ତୁଇ ବଦଲି ଯାଇଥିବୁ ଭଲ ପାଏବୁ କି ନାଇଁ...
ହୋ ଇଁ ଜନ୍ମେ ତ ନାଇଁ ହେଲୁ ମୋର ସାଥୀ ସାଙ୍ଗର ଜୁଲି...
ଆର ଜନମେ ହେବୁ କି ନାଇଁ...
ମୁଇଁ ଅଲଗା ରୂପେ ଥିମି ତୁଇ ଅଲଗା ରୂପେ ଥିବୁ... ମତେ ଚୁନବୁ କି ନାଇଁ...
ମୁଇଁ ବଦଲି ଯାଇଥିମି ତୁଇ ବଦଲି ଯାଇ ଥିବୁ ଭଲ ପାଏବୁ କି ନାଇଁ... (୨)
Frequently Asked Questions (FAQ)
Q1: Who is the singer of the Sambalpuri song "E Janme Ta Nai Helu Mor Sathi"?
A: This deeply emotional Sambalpuri song is sung by the popular and soulful playback singer Umakant Barik.
Q2: What is the main theme of the song "E Janme Ta Nai Helu Mor Sathi"?
A: The song revolves around the theme of eternal, tragic love and reincarnation. It expresses the pain of a lover who couldn't unite with his partner in this lifetime (E Janme), wondering if they will recognize and love each other if they return in different forms in the next life (Ara Janame).
Q3: What do the opening lines (spoken intro) of the song mean?
A: The spoken intro translates to: "A soulmate is someone who stays by your side birth after birth. Not just for one lifetime, but for seven lifetimes, they wait for their beloved. Oh my friend, this is what true love is. Only true lovers can understand this depth, and those who love truly know its real meaning."
Q4: Can I find the lyrics in the native Odia script here?
A: Yes! We have provided the full, accurate lyrics completely converted into the native Odia script, making it easy for you to read, copy, and sing along precisely with the Sambalpuri pronunciation.
Q5: Is "E Janme Nai Helu" a romantic track or a sad song?
A: It is a sad, emotional Sambalpuri romantic song (often categorized as a heartbreak or separation track) that beautifully captures the longing for an incomplete love story.