Get the complete and accurate lyrics of the hit Sambalpuri romantic song "Sara Collegera Pila Tukel Kahuchhan" by Umakant Barik. Read the full lyrics in both Odia script and English transliteration.
Song Credit :
Song : Sara College ra Pila
Album : College Love
Singer : Umakant Barik, Sanju
Starring : Satya, Ankita
Music Director : Bhakta Prasad Barik
Lyrics : Trinath Pradhan
Director : Raj Narayan Panda
Music Label : Sidharth Music
ସାରା କଲେଜର ପିଲା
ଓହୋ ରେ ଓହୋ ରେ ପ୍ରେମ ଭେଲା, ପ୍ରେମ ଭେଲା...
ଓହୋ ରେ ଓହୋ ରେ ପ୍ରେମ ଭେଲା, ପ୍ରେମ ଭେଲା...
(ଅନ୍ତରା ୧ - ପୁରୁଷ)
ପହେଲା ବରଷେ ମତେ ଧନ ଲୁକି ଲୁକି ଦେଖୁଥିଲୁ,
ଦୁସରା ବରଷେ ହାଏରେ ଧନ ମୁଲ କରି ହସିଦେଲୁ ।
ତିସରା ବରଷେ ଭଲ ପାଏସି ବୋଲି କହେଲୁ ମତେ ସଜନୀ...
ସାରା କଲେଜର ପିଲା ଟୁକେଲ କହୁଛନ୍ ମତେ ତୋର ଦିୱାନୀ,
ତୋର ଲାଗି ଧନ ମାଲିରେ ମୁଇଁ ତ ବଦନାମ ହେଇଗଲି
ଦିୱାନୀ ରେ ଦିୱାନୀ, ମୁଇଁ ତୋର ଦିୱାନୀ...
ସଜନୀ ରେ ସଜନୀ, ମୋର ଗେହ୍ଲେଇ ସଜନୀ,
ତୋର ଲାଗି ଧନ ମାଲିରେ ମୁଇଁ ତ ବଦନାମ ହେଇଗଲି
ଦିୱାନୀ ଦିୱାନୀ, ତୁଇ ତ ମୋର ପ୍ରେମ ଦିୱାନୀ...
ସାରା କଲେଜର ପିଲା ଟୁକେଲ କହୁଛନ୍ ମତେ ତୋର ଦିୱାନୀ ।
ବାଟେ ଘାଟେ ଆମର କଥା ଚର୍ଚ୍ଚା ହେଲାନ,
ତୋର ନାଁ ଧରି ମତେ ସଭେ ହୁରିଆ କଲେନ ।
ଲାଜେ ଲାଜେ ଶରମିଲତା ମୁଇ ସରମୀ ଗଳୀନ
ଜଳଲେ ବାଳେ ଦେଖି ଦେଖି ଜଳି ମରୁ ଛନ
ତତଲା ପାନୀ କେଭେ କହ ଲାଗସି କେ ନିଆଁ
ପ୍ରେମର ବଏରୀ ଦୁନିୟା ଇ ଟା ଜାନିଥା ପ୍ରିୟା
ତୋର ଲାଗି ଧନ ମାଲିରେ ମୁଇଁ ତ ବଦନାମ ହେଇଗଲି ଦିୱାନୀ,
ଦିୱାନୀ ଦିୱାନୀ, ତୁଇ ତ ମୋର ପ୍ରେମ ଦିୱାନୀ...
ସାରା କଲେଜର ପିଲା ଟୁକେଲ କହୁଛନ୍ ମତେ ତୋର ଦିୱାନୀ ।
କେତେ ଲୋକର ଟୋପ କୁହୁଡି ବୟସ ସରୁଛେ,
ସବୁ କାଁଥି ନେ ଆମର ନାଁ ଲେଖା ହେଇଛେ ।
ଫୁଲର ଦୁଲା ନେ ବସି ନେଇଯିବି ଲୋ ତତେ
ସାଥି କରି ନେମି ସୁନା
ଭରୋସା କରି ଥା ମତେ .
ତୋର ଲାଗି ଉପରବାଲା ମତେ ଗଢି ଛେ
ଯିଏ ଯାହା କହୁ ପଛେ କିଏ ଡରୁ ଛେ
ଦିୱାନୀ ଦିୱାନୀ ଦିୱାନୀ, ତୁଇ ତ ମୋର ପ୍ରେମ ଦିୱାନୀ...
ତୋର ଲାଗି ଧନ ମାଲିରେ ମୁଇଁ ତ ବଦନାମ ହେଇଗଲି...
ହେ ସଜନୀ ରେ ସଜନୀ, ମୋର ଗେହ୍ଲେଇ ସଜନୀ,
ଦିୱାନୀ ରେ ଦିୱାନୀ, ମୁଇ ତୋର ଦିୱାନୀ...
ତୁଇ ତ ମୋର ପ୍ରେମ ଦିୱାନୀ...
ସାରା କଲେଜର ପିଲା ଟୁକେଲ କହୁଛନ୍ତି ମତେ ତୋର ଦିୱାନୀ ।
Frequently Asked Questions (FAQ)
Q1: Who is the original singer of the Sambalpuri song "Sara Collegera Pila"?
A: The song is beautifully sung by the popular Sambalpuri playback singer Umakant Barik along with co-singers, released under the Sidharth Sambalpuri label.
Q2: What is the meaning of "Sara Collegera Pila Tukel Kahuchhan"?
A: In the Sambalpuri dialect, the phrase translates to "All the boys and girls of the college are saying (that I am crazy in love with you)." It captures the essence of young college romance and the playful teasing that comes with it.
Q3: Can I get the lyrics in the native Odia script?
A: Yes! The complete lyrics are provided above in proper Odia script as well as English text so you can easily read, sing along, and understand the Sambalpuri verses.
Q4: Is "Sara Collegera Pila" a romantic song or a sad song?
A: It is an upbeat, high-energy romantic Sambalpuri song that highlights a conversation between two lovers talking about their college romance and how the whole campus knows about their love story.
