Type Here to Get Search Results !

Rabba Hai Rabba Sambalpuri Song Lyrics | Dj Udaya Sahu

Odia lyrics of the hit Sambalpuri romantic song "Rabba Hai Rabba" remixed by DJ Udaya Sahu. Sung by S Nag & Himanee Hansraj. ରବ୍ବା ହାଏ ରବ୍ବା ସମ୍ବଲପୁରୀ ଗୀତର ଲିରିକ୍ସ। Rabba Hai Rabba Sambalpuri Song Lyrics , Rabba Hai Rabba DJ Udaya Sahu , Rabba Hai Rabba lyrics in Odia , Sambalpuri song Rabba Hai Rabba lyrics , Rabba Hai Rabba Sambalpuri song Odia text , S Nag Rabba Hai Rabba song lyrics , DJ Udaya Sahu remix song lyrics, New Sambalpuri song lyrics 2026, Rabba Hai Rabba full lyrics written, ରବ୍ବା ହାଏ ରବ୍ବା ସମ୍ବଲପୁରୀ ଗୀତ ଲିରିକ୍ସ . 

 

Audio Credits :-

Song- Rabba Hai Rabba 

Singer - S Nag & Himanee hansraj 

Lyrics & Compose - S Nag & Raja

Mpc & vst- Dj Udaya Sahu 


Rabba Hai Rabba Lyrics

ରବବା  ହାଏ ରବବା   ମାରି ଦେଲାରେ ମତେ,

ପାଗଲ ବନେଇ କରି ଚୁରେଇ ନେଲାରେ ଦିଲ୍‌ କେ।


ରବବା  ହାଏ ରବବା  ମାରି ଦେଲାରେ ମତେ,

ପାଗଲ ବନେଇ କରି ଚୁରେଇ ନେଲାରେ ଦିଲ୍‌ କେ।


ସଜନୀ ତୋର ୟାଦ୍‌ ମତେ ତଡ଼ପଉଛେ,

ଜେନ୍‌ ଆଡ଼େ ଗଲେ ତୋର ଚେହେରା ଖାଲି ଦିଶୁଛେ।


ରବବା  ହାଏ ରବବା  ମାରି ଦେଲାରେ ମତେ,

ପାଗଲ ବନେଇ କରି ଚୁରେଇ ନେଲାରେ ଦିଲ୍‌ କେ।


ଅନ୍ତରା ୧:


ଆକାଶର ପବନ, ନଦୀର ଧାରା ଥି ,

କଇଁଫୁଲିଆ ତୋର ମିଠା ଚାହାନି।


ପ୍ରେମ ରଙ୍ଗେ ମତେ ରଙ୍ଗେଇ ଦେଇଛୁ,

ଲାଗିଗଲା ମତେ ତୋର ମୋହନୀ।


ହୋ... ମୋର ହାତେ ତୋର ହାତ ଧରିଲୁ,

ଚାଲୁଥିମି ଇ ବାଟ୍‌ରେ।


ଥରେ ଖାଲି ତୁଇ ମୋର ହେଇଯା,

ନାହିଁ ଛାଡ଼େ କେବେ ସାଥ୍‌ରେ।


ଧୀରେ ଧୀରେ ଯେତେ ତତେ ଜାନୁ ଛେ 

ତୋର ପ୍ରେମ ତାଲେ ମୁଇଁ ଦିନ ରାତି ଝୁମୁଛେ


ରବବା  ହାଏ ରବବା  ମାରି ଦେଲାରେ ମତେ,

ପାଗଲ ବନେଇ କରି ଚୁରେଇ ନେଲାରେ ଦିଲ୍‌ କେ।


ଅନ୍ତରା ୨:


ଓ  ଦେଖା ଅଚିଂନ୍ହା ଫିର ବି ତୋର ପାଶେ 

ଥିଲେ  ଧାଡ଼ିକି ଯାଏସି କୁଆଁରୀ  ମନ    

ନାଇଁ ଜାନି ଫିରବି ଏନ୍ତା ଲାଗୁ ଛେ ଯେ 

ଆଗରୁ ବାନ୍ଧି ହେଇଛେ ବନ୍ଧନ 


କେଭେ ନାଇଁ ଭାବି ତୋର ଏନ୍ତା ଗୁଟେ  

ମିଳି ଯିବା  ମତେ ଜୀବନ ସାଥି

ବାଜୁ ଥିବା ବଜା ସଜେଇ ଧଜେଇ

ଆନି ଆଇବୁ ମତେ ଧରି ବରାତି 


ରାତି ସାରା ଝୁମୁରା ନାଇଁ ପଡୁ ଛେ   

ଯେତେ ବୁଝାଲେ ବି  ମନ ଅମାନିଆ ହେଉଛେ।


ରବବା  ହାଏ ରବବା  ମାରି ଦେଲାରେ ମତେ,

ପାଗଳୀ ବନି କରି ଚୁରେଇ ନେଲା ରେ ମନକେ 


ରବବା  ହାଏ ରବବା  ମାରି ଦେଲାରେ ମତେ,

ପାଗଲ ବନେଇ କରି ଚୁରେଇ ନେଲାରେ ଦିଲ୍‌ କେ।


ରବବା  ହାଏ ରବବା , ରବବା  ହାଏ ରବବା ,

ରବବା  ହାଏ ରବବା ମାରି ଦେଲାରେ ମତେ...

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad