Looking for the complete lyrics of the hit Sambalpuri song Din Dhali Jiba Re Guria by Umakant Barik? Find the authentic Odia script lyrics here!
Song Credit :
Song : Din Dhali Jiba
Album : Dil Chori Chori( Tajmahal-3)
Singer : Umakant Barik,Sanju
Lyrics : Trinath Pradhan
Music : Bhakta Prasad Barik
(ପୁରୁଷ):
ଦିନ୍ ଢ଼ଲି ଯିବା ରେ ଗୁରିଆ
ରାତି ବିତି ଯିବା ରେ ଗୁରିଆ (୨)
ତତେ ଭଲ୍ ପାଉଥିମି
ଯେତେ ଦିନ ଥିବା ଦୁନିଆଁ।
(ମହିଳା):
ଧନ ମାଲି ତୁମେ ଗୋ ମୋର
ମନର ରାଜା, ମନର ରସିଆ।
(ପୁରୁଷ): ଓ ମାହି ରେ... ଆରେ ମୋର ମାହି ରେ...
(ମହିଳା): ଓ ମାହି ରେ... ମୁଇଁ ତୁମର ମାହି ରେ...
(ପୁରୁଷ): ତତେ ଭଲ୍ ପାଉଥିମି ଯେତେ ଦିନ ଥିବା ଦୁନିଆଁ।
(ମହିଳା): ଧନ ମାଲି ତୁମେ ଗୋ ମୋର
ମନର ରାଜା, ମନର ରସିଆ।
--- ମ୍ୟୁଜିକ୍ ---
(ପୁରୁଷ):
ତୋର ନୀଲି ନୀଲି ଆଖି ତୋର
ସୁନ୍ଦରୀ ଆଖି ହସି ଖେଲେ ମୋର ସପନ (୨)
ମନ ଥିସି ଯେନ ଜୀବନ ଥିସି ସେନ
ମୁଇଁ ଖାଲି ତୋର ଲାଗି ଧନ
ମୁଇଁ ଖାଲି ତୋର ଲାଗି ଧନ।
(ମହିଳା):
ମୋର କଲା କଜଲୀ ଆଖି
ସତେ କରୁଛେ ଗୋ ଚାଖି
ତୁମର ଲାଗି ଆଏ ମୋର ରୂପ ଗୁଣ
ତୁମେ ମୋତେ ମିଲି ଗଲ
ତ ଦୁନିଆଁ ମିଲି ଗଲା
ତୁମର ବିନା ଆଉ କିଛି ନାଇଁ ଚାହେଁ ନ।
(ପୁରୁଷ): ଆରେ ଚାନ୍ଦ୍ ତାରା ବଦଲି ଯିବା
ବଦଲି ଯିବା ସତେ ସମିଆଁ
ତତେ ଭଲ୍ ପାଉଥିମି ଯେତେ ଦିନ ଥିବା ଦୁନିଆଁ।
(ମହିଳା): ହୋ... ଧନ ମାଲି ତୁମେ ଗୋ ମୋର
ମନର ରାଜା, ମନର ରସିଆ।
--- ମ୍ୟୁଜିକ୍ ---
(ପୁରୁଷ): ଜନମେ ଜନମେ
ଜୀବନ ସାଥୀ ଲାଗି ପାଗଲ ପ୍ରେମୀ ଡାକି ଥିସି (୨)
ଆଖି ତାର ବିଛେଇ ରହିଥିସି
ପ୍ରିୟା ର ପିରତି ପାଇବା ନାଇଁ ଜିଏ ଏ
କଲା ତ ଚଟପଟି ମରୁଥିସି
ମରିଯିବ ଯାଏ କାନ୍ଦୁଥିସି।
(ମହିଳା): ତୁମର ଲାଗି ମୁଇଁ ଦିୱାନୀ
ମୋତେ ନେଇଯାଅ କରି ରାନି
ସାରା ଜୀବନ ଲାଗି ତୁମର ହେଇଥିମି
ଗୁଟେ ଜନମ କାଣା ଧନ
ମୁଇଁ ସାତ ଜନମ ଯାଏ
ତୁମର ଲାଗି ମରୁଥିମି ଜିଉଥିମି।
(ପୁରୁଷ): ପାନି ପବନ ଥମି ତ ଯିବା
ମେଘ ବାଦଲ ରହି ତ ଯିବା
ତତେ ଭଲ୍ ପାଉଥିମି
ଯେତେ ଦିନ ଥିବା ଦୁନିଆଁ।
(ମହିଳା): ହୋ... ଧନ ମାଲି ତୁମେ ଗୋ ମୋର
ମନର ରାଜା, ମନର ରସିଆ।
❓ Frequently Asked Questions (FAQ)
1. Who is the singer of the Sambalpuri song "Din Dhali Jiba Re Guria"?
The timeless Sambalpuri romantic song "Din Dhali Jiba Re Guria" is sung by the legendary Western Odisha regional singer Umakant Barik along with co-singer Sabnam. It features in the popular album Dil Chori Chori, released under the Sidharth Sambalpuri label.
2. What is the meaning of the song's title "Din Dhali Jiba"?
In the Sambalpuri dialect, "Din Dhali Jiba Re Guria, Rati Titi Jiba" translates to "The day will fade away, and the night will pass by, my beautiful one." The song revolves around eternal love, promising a partner that no matter how time passes or the world changes, their love will remain constant.
3. What is the main theme of the song lyrics?
The song alternates between the male and female perspectives, expressing deep commitment and affection. It features highly poetic Sambalpuri expressions comparing their bond to classic pairs ("Sua Sari" / parrot and myna) and makes emotional declarations of staying together across multiple lifetimes ("Sata Janam" / seven births).
4. Is "Din Dhali Jiba Re Guria" available in the Odia script?
Yes, the complete text is widely read and available in both standard Odia text format and Western Odisha (Sambalpuri) spoken phonetic style to help fans sing along accurately to the track.