Get the full Odia lyrics of the superhit Bol Bom Kaudi Bhajan "Dam Dam Dambaru" sung by Umakant Barik. ଶ୍ରାବଣ ମାସର ସେଲିବ୍ରେସନ୍ ପାଇଁ ସମ୍ପୂର୍ଣ୍ଣ ଗୀତ ଏଠାରେ ପଢ଼ନ୍ତୁ!
Song Credit :
Song- Dam Dam Dambaru
Singer - Umakanta Barik
Artists- Bobby Mishra And Group
ଓମ୍ ନମଃ ଶିବାୟ!
ଶ୍ରାବଣ ମାସର ପବିତ୍ର ଅବସରରେ ପ୍ରଭୁ ଭୋଳାନାଥଙ୍କ ଭକ୍ତିରେ ସାରା ଓଡ଼ିଶା ଝୁମିଉଠେ । ଯଦି ଆପଣ ଓଡ଼ିଶାର ସବୁଠାରୁ ଲୋକପ୍ରିୟ କାଉଡ଼ିଆ ଭଜନ "ଡମ୍ ଡମ୍ ଡମ୍ବରୁ" (Dam Dam Dambaru) ର ସମ୍ପୂର୍ଣ୍ଣ ଗୀତ ଓଡ଼ିଆ ଅକ୍ଷରରେ ଖୋଜୁଛନ୍ତି, ତେବେ ଆପଣ ଏକଦମ୍ ସଠିକ୍ ସ୍ଥାନକୁ ଆସିଛନ୍ତି ।
ପ୍ରସିଦ୍ଧ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ (Umakant Barik) ଙ୍କ କଣ୍ଠରେ ସଜ୍ଜିତ ଏହି ଧମାକେଦାର୍ ବୋଲ୍ ବମ୍ ଭଜନଟି ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆ ଭକ୍ତମାନଙ୍କ ପ୍ରଥମ ପସନ୍ଦ ପାଲଟିଥାଏ । ଏହି ଗୀତର ଜବରଦସ୍ତ ମ୍ୟୁଜିକ୍ ଏବଂ ଭକ୍ତିପୂର୍ଣ୍ଣ ପଦାବଳୀ କାନ୍ଧରେ କାଉଡ଼ ଧରି ଚାଲୁଥିବା ଭକ୍ତମାନଙ୍କ ମନରେ ଏକ ନୂଆ ଶକ୍ତି ଏବଂ ଉତ୍ସାହ ଭରିଦିଏ ।
ଏହି ପେଜ୍ର ମୁଖ୍ୟ ଆକର୍ଷଣ:
ସମ୍ପୂର୍ଣ୍ଣ ଓଡ଼ିଆ ଲିରିକ୍ସ: ଗୀତର ପ୍ରତିଟି ପଦ (ଆଳାପ, ଘୋଷା ଏବଂ ଅନ୍ତରା) ସ୍ପଷ୍ଟ ଏବଂ ସଠିକ୍ ଓଡ଼ିଆ ଅକ୍ଷରରେ ଉପଲବ୍ଧ ।
ଗୀତର ସୂଚନା: ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଆଲବମ୍ ସମ୍ପର୍କିତ ସମସ୍ତ ତଥ୍ୟ ।
ସହଜରେ ପଢ଼ନ୍ତୁ ଏବଂ ଶେୟାର୍ କରନ୍ତୁ: ଆପଣ ଏହି ଲିରିକ୍ସକୁ ସହଜରେ କପି କରି ଆପଣଙ୍କ ସାଙ୍ଗମାନଙ୍କ ସହ ହ୍ୱାଟ୍ସଆପ୍ କିମ୍ବା ଫେସବୁକ୍ରେ ଶେୟାର୍ କରିପାରିବେ ।
ତେବେ ଆଉ ଡେରି ନକରି ତଳକୁ ସ୍କ୍ରୋଲ୍ କରନ୍ତୁ, ଗୀତଟିକୁ ପଢ଼ନ୍ତୁ ଏବଂ କମେଣ୍ଟ ବକ୍ସରେ "ବୋଲ୍ ବମ୍" ଲେଖି ପ୍ରଭୁ ଭୋଳାନାଥଙ୍କ କୃପା ଲାଭ କରନ୍ତୁ!
Dam Dam Dambaru Odia Lyrics, Umakant Barik Bol Bom Bhajan Lyrics, Odia Kaudi Bhajan Lyrics, Bam Bam Bhole Odia Bhajan, Shravan Special Odia Song Lyrics, ଡମ୍ ଡମ୍ ଡମ୍ବରୁ ଗୀତ, ଓଡ଼ିଆ ବୋଲ୍ ବମ୍ ଭଜନ
ଡମ୍ ଡମ୍ ଡମ୍ବରୁ (କାଉଡ଼ିଆ ଭଜନ)
ଆଳାପ:
ଓମ୍ ନମଃ ଶିବାୟ...
ଓମ୍ ନମଃ ଶିବାୟ...
ଓମ୍ ନମଃ ଶିବାୟ...
ବନ୍ଦେ ଦେବ କୈଳାସପତି,
ହେ ଦେବ ପାର୍ବତୀପତି,
ହେ ତ୍ରିଭୁବନ ସ୍ୱାମୀ,
ଚନ୍ଦ୍ରଶେଖର, ଗଙ୍ଗାଧର, ତ୍ରିଶୂଳଧର...
ହେ ବାବା କଳ୍ପେଶ୍ୱର, ହେ ବାବା ମୁକ୍ତେଶ୍ୱର,
ହେ ବାବା ସ୍ୱପ୍ନେଶ୍ୱର,
ଦୟାକର ପ୍ରଭୁ, ଦୟାକର...
ବୋଲ୍ ବମ୍... ବୋଲ୍ ବମ୍...
ବୋଲ୍ ବମ୍... ବୋଲ୍ ବମ୍...
ଡମ୍ ଡମ୍ ଡମ୍ବରୁ, ଛମ୍ ଛମ୍ ଘୁଙ୍ଗୁରୁ, ବମ୍ ବମ୍ ଭୋଲେ ଭୋଲେ ,
ହୋ... ବମ୍ ବମ୍ ଭୋଲେ ଭୋଲେ ।
ମହ ମହ ମହକେ ଶ୍ରାବଣ ଚଅଟି, ବମ୍ ବମ୍ ଭୋଲେ ଭୋଲେ ,
ହୋ... ବମ୍ ବମ୍ ଭୋଲେ ଭୋଲେ ।
ଡମ୍ ଡମ୍ ଡମ୍ବରୁ, ଛମ୍ ଛମ୍ ଘୁଙ୍ଗୁରୁ, ବମ୍ ବମ୍ ଭୋଲେ ଭୋଲେ ...
ମହ ମହ ମହକେ ଶ୍ରାବଣ ଚଅଟି, ବମ୍ ବମ୍ ଭୋଲେ ଭୋଲେ ...
ହେ କୈଳାସପତି, ତୁମେ ଗତି ମୁକ୍ତି (ବୋଲ୍ ବମ୍, ବୋଲ୍ ବମ୍)
ହେ କୈଳାସପତି, ଗତି ମୁକ୍ତି, ଚାରିଆଡ଼େ ଶୁଭେ ବୋଲ୍ ବମ୍... (ବୋଲ୍ ବମ୍)
କାଉଡ଼ିଆ ରାଜା (ବୋଲ୍ ବମ୍), କାଉଡ଼ିଆ ରାଜା...
କାଉଡ଼ିଆ ରାଜା କାଉଡ଼ ହଲେଇ ଦେ, ଖନ୍ ଖନ୍ ଖନ୍... (ଖନ୍ ଖନ୍ ଖନ୍)
ମେଘ ବଜଉଛେ ଢୋଲ୍ ମହୁରୀ, ଡମ୍ ଡମ୍ ଡମ୍... (ଡମ୍ ଡମ୍ ଡମ୍)
ଓ କାଉଡ଼ିଆ ରାଜା କାଉଡ଼ ହଲେଇ ଦେ, ଖନ୍ ଖନ୍ ଖନ୍... (ଖନ୍ ଖନ୍ ଖନ୍)
ମେଘ ବଜାଉଛେ ଢୋଲ୍ ମହୁରୀ, ଡମ୍ ଡମ୍ ଡମ୍... (ଡମ୍ ଡମ୍ ଡମ୍)
Music.........
ଚାଲୁ ଥିମା ରେ , କାନ୍ଧେ ଧରି କାଉଡ଼,
ଭୋଳାର ଭକ୍ତ ଆମକୁ କାହା କେ ଡର ।
ବାଟ ବଢ଼େଇ ନେବେ ପ୍ରଭୁ ଦିଗମ୍ବର,
ସାଙ୍ଗେ ସାଙ୍ଗେ ଥିବେ ବାବା ଭୋଳାଶଙ୍କର ।
ପାପ ତାପ ହରିନେବେ, ତାର ପାଶେ ଶରଣ ଦେଶୀ ,
ମନର କଥା ଜାଣିକରି, ତାର ଦୟା ଢାଳିଦେଶୀ ।
ହେ କୈଳାସପତି, ତୁମେ ଗତି ମୁକ୍ତି,
ହେ କୈଳାସପତି, ଗତି ମୁକ୍ତି, ଚାରି ଦିଗେ ଶୁଭେ ବୋଲ୍ ବମ୍...
ଓ କାଉଡ଼ିଆ ରାଜା...
କାଉଡ଼ିଆ ରାଜା...
କାଉଡ଼ିଆ ରାଜା କାଉଡ଼ ହଲେଇ ଦେ, ଖନ୍ ଖନ୍ ଖନ୍... (ଖନ୍ ଖନ୍ ଖନ୍)
ମେଘ ବଜଉଛେ ଢୋଲ୍ ମହୁରୀ, ଡମ୍ ଡମ୍ ଡମ୍... (ଡମ୍ ଡମ୍ ଡମ୍)
କାଉଡ଼ିଆ ରାଜା କାଉଡ଼ ହଲେଇ ଦେ, ଖନ୍ ଖନ୍ ଖନ୍... (ଖନ୍ ଖନ୍ ଖନ୍)
ମେଘ ବଜଉଛେ ଢୋଲ୍ ମହୁରୀ, ଡମ୍ ଡମ୍ ଡମ୍... (ଡମ୍ ଡମ୍ ଡମ୍)
Music ...................
ଝର ଝର ଝରେ ପାଦୁ ଲହୁ, ଝର ଝର,
ଗଡ଼ ଲେ ଗଡୁ କଣ୍ଟା ନାଇଁ ହଉ ଆତୁର ।
ଚାଲୁଥିମା ହଲି ଝୁଲି ଓଠି ପହର,
ତାର ମହିମା ସେ ଜାଣେ ଦୟା ସାଗର ।
ଝର ଝର ଝରେ ଚାରୁ ପାଦୁ ଲହୁ, ଝର ଝର,
ଗଡ଼ ଲେ ଗଡୁ କଣ୍ଟା ନାଇଁ ହଉ ଆତୁର ।
ଚାଲୁଥିମା ହଲି ଝୁଲି ଓଠି ପହର,
ତାର ମହିମା ଜାଣେ ସେ ଦୟା ସାଗର ।
ବୋଲ୍ ବମ୍ କହି କହି, ତାର ଶରଣେ ଜୀବ ମହାଇ,
ଢାଳି ଦେଇ କଳସୀ ପାଣି, ତାର ଚରଣ ଦେବା ଛି ।
ହେ କୈଳାସପତି, ତୁମେ ଗତି ମୁକ୍ତି,
ହେ କୈଳାସପତି, ଗତି ମୁକ୍ତି, ଚାରିଆଡ଼େ ଶୁଭେ ବୋଲ୍ ବମ୍...
ଓ କାଉଡ଼ିଆ ରାଜା...
କାଉଡ଼ିଆ ରାଜା...
କାଉଡ଼ିଆ ରାଜା କାଉଡ଼ ହଲେଇ ଦେ, ଖନ୍ ଖନ୍ ଖନ୍... (ଖନ୍ ଖନ୍ ଖନ୍)
ମେଘ ବଜଉଛେ ଢୋଲ୍ ମହୁରୀ, ଡମ୍ ଡମ୍ ଡମ୍... (ଡମ୍ ଡମ୍ ଡମ୍)
ଓ କାଉଡ଼ିଆ ରାଜା କାଉଡ଼ ହଲେଇ ଦେ, ଖନ୍ ଖନ୍ ଖନ୍... (ଖନ୍ ଖନ୍ ଖନ୍)
ମେଘ ବଜାଉଛି ଢୋଲ୍ ମହୁରୀ, ଡମ୍ ଡମ୍ ଡମ୍... (ଡମ୍ ଡମ୍ ଡମ୍)
ସମାପ୍ତି ଉଚ୍ଚାରଣ:
ଡମ୍ ଡମ୍ ଡମ୍ବରୁ, ଛମ୍ ଛମ୍ ଘୁଙ୍ଗୁରୁ, ବମ୍ ବମ୍ ଭୋଲେ ଭୋଲେ...
ହୋ... ବମ୍ ବମ୍ ବୋଲେ ବୋଲେ ।
ମହ ମହ ମହକେ ଶ୍ରାବଣ ଚଅଟି, ବମ୍ ବମ୍ ଭୋଲେ ଭୋଲେ...
ହୋ... ବମ୍ ବମ୍ ବୋଲେ ବୋଲେ ।
ହେ କୈଳାସପତି... (ବୋଲ୍ ବମ୍)
ତୁମେ ଗତି ମୁକ୍ତି... (ବୋଲ୍ ବମ୍)
ହେ କୈଳାସପତି, ଗତି ମୁକ୍ତି, ଚାରିଆଡ଼େ ଶୁଭେ ବୋଲ୍ ବମ୍...
କାଉଡ଼ିଆ ରାଜା... ବୋଲ୍ ବମ୍... ବୋଲ୍ ବମ୍ ବମ୍...
କାଉଡ଼ିଆ ରାଜା କାଉଡ଼ ହଲେଇ ଦେ, ଖନ୍ ଖନ୍ ଖନ୍... (ଖନ୍ ଖନ୍ ଖନ୍)
ମେଘ ବଜଉଛେ ଢୋଲ୍ ମହୁରୀ, ଡମ୍ ଡମ୍ ଡମ୍... (ଡମ୍ ଡମ୍ ଡମ୍)
ଭୋଳେ ବାବା... (ପାର୍ କରେଗା)
ଜଟାଧାରୀ ବାବା... (ପାର୍ କରେଗା)
ତ୍ରିଶୂଳଧାରୀ... (ପାର୍ କରେଗା)
ଡମ୍ବରୁଧାରୀ... (ପାର୍ କରେଗା)
ବୋଲ୍ ବମ୍ !