Type Here to Get Search Results !

Kudi Punjabi Sambalpuri Song Lyrics | Rama Kant

Looking for the complete and accurate lyrics of the timeless Odia/Sambalpuri blockbuster album song "Kudi Panjabi"? You’ve hit the perfect spot!

"Kudi Panjabi" is a legendary high-energy romantic track that dominated the Odia music album era. Sung by the talented duo Rama and Shruti, this song features an infectious blend of traditional rhythms and upbeat Punjabi vibes. Penned by lyricist Dileswar Singh and directed by Rajanarayan Panda, the song became an overnight sensation thanks to its catchy punchlines like "Chikan Chehera Baal Lilac Baba" and the lively on-screen chemistry between Raja and Jayashree.

🎵 କୁଢ଼ି ପଞ୍ଜାବୀ (Kudi Panjabi)

 ତେରେ ଆଖ୍ ମସ୍ତାନୀ, ସୋନିଏ  ଦିଲ୍ ହାର୍ ଗେ ପଲ୍ଲେ,

ତେରେ ବିନୁ ସଜ୍‌ନୀ ଦିଲ୍ ନାଇଁ ୟୋ  ଲଗ୍‌ଦା... ତେରେ ବିନୁ ସଜ୍‌ନୀ ଦିଲ୍ ନାଇଁ ୟୋ  ଲଗ୍‌ଦା...

ରଙ୍ଗ ରଙ୍ଗିଆ ରଙ୍ଗିଲା ପାରା, ଚିକିମିକିଆ ସୁନେଲି ତାରା,

ଅରେ ଚଲ୍ 

ଓଏ... ରଙ୍ଗ ରଙ୍ଗିଆ ରଙ୍ଗିଲା ପାରା, ଚିକିମିକିଆ ସୁନେଲି ତାରା ।

ରଙ୍ଗ ରଙ୍ଗିଆ ରଙ୍ଗିଲା ପାରା, ଚିକିମିକିଆ ସୁନେଲି ତାରା,

ପ୍ୟାର୍ ମେନୁ କରନା ଦିଲ୍ ମେନୁ ନେହିଁ ଦେନା, ନା ନା, ତୁ ପିଛେ ପିଛେ...

ପ୍ୟାର୍ ମେନୁ କରନା ଦିଲ୍ ମେନୁ ନେହିଁ ଦେନା, ନା ନା, ତୁ ପିଛେ ପିଛେ...

କୁଢ଼ି ପଞ୍ଜାବୀ, 

କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା ବାରଲାଇଟ ଲେଖେ ବକ ବକ  କରୁଛେ ବଡ଼ ପଞ୍ଜାବୀ...

କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା ବାରଲାଇଟ ଲେଖେ ବକ ବକ  କରୁଛେ ବଡ଼ ପଞ୍ଜାବୀ...

ଅନ୍ତରା ୧:

ଡାଳ ମଖା ନି ସାଙ୍ଗେ ସୁରସା ଶାଗ , ମକା ରୁଟି ଖାଉଅଛୁ ନନି ରେ,

ମକା ରୁଟି ଖାଉଅଛୁ...

ମଖନ୍ ମଖା ଗାଲେ ରେ ଚୁମା  ଟେ ଦେମି ରେ , ରେଶମୀ କାଏଁଜେ  ହଉଛୁ   ... ରେଶମୀ କାଏଁଜେ  ହଉଛୁ   

ଅରେ ହଟ୍ ଜା ତୁ ଦିବାନା, ଆଖି ନି ମାର୍‌ନା, ଏତେ ମେଁ ଝଟ୍‌କେ,

ହଟ୍ ଜା ତୁ ଦିବାନା, ଆଖି ନି ମାର୍‌ନା, ନେ ମେଁ ଝଟ୍‌କେ...

କୁଢ଼ି ପଞ୍ଜାବୀ, କୁଢ଼ି ପଞ୍ଜାବୀ, ଚିକନ ଚେହେରା...

କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା ବାରଲାଇଟ ଲେଖେ ବକ ବକ  କରୁଛେ ବଡ଼ ପଞ୍ଜାବୀ...

କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା ବାରଲାଇଟ ଲେଖେ ବକ ବକ  କରୁଛେ ବଡ଼ ପଞ୍ଜାବୀ...

ଅନ୍ତରା ୨:

ନଇଁ ନବେଲି  କୁଆଁରୀ କଲି, ରନି ଲୁଦୁବୁଦୁ ପାତଳ ଘଟା,

ହାଏ ରେ ଲୁଦୁବୁଦୁ ପାତଳ ଘୋଟା ।

ଆଃ ନାଚି ଦେଲ ଘାଏ ମୋର୍ ସାଙ୍ଗେ, ବଲ୍ଲେ ବଲ୍ଲେ ଶାବା ଶାବା...

ଓଏ ଓଏ... ବଲ୍ଲେ ବଲ୍ଲେ ଶାବା ଶାବା...

ନଇଁ ନବେଲି  କୁଆଁରୀ କଲି, ରନି ଲୁଦୁବୁଦୁ ପାତଳ ଘଟା,

ହାଏ ରେ ଲୁଦୁବୁଦୁ ପାତଳ ଘୋଟା ।

ଆଃ ନାଚି ଦେଲ ଘାଏ ମୋର୍ ସାଙ୍ଗେ, ବଲ୍ଲେ ବଲ୍ଲେ ଶାବା ଶାବା...

ଓଏ ଓଏ... ବଲ୍ଲେ ବଲ୍ଲେ ଶାବା ଶାବା...

ଅରେ ଦେ ଦିୟା ପ୍ୟାର୍ ସେ କରିଲିଆ, ଆଯା ମୁଣ୍ଡା ମେରେ ସଙ୍ଗ ନଚ୍‌ଲେ...

ଦେ ଦିୟା ପ୍ୟାର୍ ସେ କରିଲିଆ, ଆଯା ମୁଣ୍ଡା ମେରେ ସଙ୍ଗ ନଚ୍‌ଲେ...

ଅରେ କୁଢ଼ି ପଞ୍ଜାବୀ, କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା...

କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା ବାଲ୍ ଲାଇଲେକ୍ ବାବା, କରୁଛେ ବଡ଼ ପଞ୍ଜାବୀ...

ସେତୁ (Bridge) ଏବଂ ସମାପ୍ତି:

ଆରେ ଚଲ୍ ଓଏ... ରଙ୍ଗିଆ ରଙ୍ଗିଆ ରଙ୍ଗିଲା ପାରା, ଚିକିମିକିଆ ସୁନେଲି ତାରା,

ରଙ୍ଗ ରଙ୍ଗିଆ ରଙ୍ଗିଲା ପାରା, ଚିକିମିକିଆ ସୁନେଲି ତାରା ।

ୟେ ମେରି ଜିନ୍ଦେଗାନି ତେରେ ସଙ୍ଗ ହୈ ବିତାନି, ଆଜା ମୁଣ୍ଡା ବଲ୍ଲେ ବଲ୍ଲେ ନଚ୍‌ଲେ...

ୟେ ମେରି ଜିନ୍ଦେଗାନି ତେରେ ସଙ୍ଗ ହୈ ବିତାନି, ଆଜା ମୁଣ୍ଡା ବଲ୍ଲେ ବଲ୍ଲେ ନଚ୍‌ଲେ...

କୁଢ଼ି ପଞ୍ଜାବୀ, କୁଢ଼ି ପଞ୍ଜାବୀ, ବଲ୍ଲେ ବଲ୍ଲେ...

କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା ବାରଲାଇଟ ଲେଖେ ବକ ବକ  କରୁଛେ ବଡ଼ ପଞ୍ଜାବୀ...

କୁଢ଼ି ପଞ୍ଜାବୀ, ଚିକନ୍ ଚେହେରା ବାରଲାଇଟ ଲେଖେ ବକ ବକ  କରୁଛେ ବଡ଼ ପଞ୍ଜାବୀ...

(ୟୁ ଆର୍ ଗ୍ରେଟ୍ ହୋ...)

ଗୀତ ସମ୍ପର୍କିତ ସୂଚନା:

କଣ୍ଠଶିଳ୍ପୀ: ରମା, ଶ୍ରୁତି

ଗୀତିକାର: ଡିଲେଶ୍ୱର ସିଂ

ଅଭିନୟରେ: ରାଜା, ଜୟଶ୍ରୀ

ନିର୍ଦ୍ଦେଶନା: ରାଜନାରାୟଣ ପଣ୍ଡା

Frequently Asked Questions (FAQ)

Q1: Who are the singers of the song "Kudi Panjabi"?

A: The song is beautifully rendered by popular singers Rama and Shruti.

Q2: Who wrote the lyrics for "Kudi Panjabi"?

A: The catchy and energetic lyrics of this song were written by Dileswar Singh.

Q3: Which actors are featured in the music video?

A: The music video features the popular on-screen pair Raja and Jayashree, whose energetic dance moves made the song a massive visual hit.

Q4: Who directed the "Kudi Panjabi" music video?

A: The music video was directed by Rajanarayan Panda.

Q5: What genre does "Kudi Panjabi" belong to?

A: It is a fusion track that blends Western/Punjabi pop beats with the native Odia/Sambalpuri commercial album style, making it a staple party and dance track.

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad